ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : May 9, 2021, 11:04 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1-ଗତ 24 ଘଣ୍ଟାରେ ଦେଶରେ 4 ଲକ୍ଷ 3 ହଜାର 738 ନୂଆ ଆକ୍ରାନ୍ତ ଚିହ୍ନଟ, 4092 ମୃତ

ଦେଶରେ ଅଣାୟତ୍ତ ସଂକ୍ରମଣ । ଗତ 24 ଘଣ୍ଟାରେ 4 ଲକ୍ଷ 3 ହଜାର 738 ନୂଆ ଆକ୍ରାନ୍ତ ଚିହ୍ନଟ । 4092 ଜଣଙ୍କର ମୁଣ୍ତ ନେଇଛି କିଲର ଭାଇରସ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

2-କୋରୋନା କୋପ; ଦିନକରେ ଗଲା 19 ଜୀବନ

ଦିନକରେ ରାଜ୍ୟରେ ପୁଣି ଆଉ 19 ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

3-ସୁନ୍ଦରଗଡ-ଅନୁଗୋଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ସୁନ୍ଦରଗଡ଼ ଓ ଅନୁଗୋଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ମହାବିଦ୍ୟାଳୟ ।

4-ଆଦର୍ଶ ଥାନା: ଫୁଲ-ରଙ୍ଗରେ ମହକୁଛି ଥାନା ପରିସର, ଜୀବନ୍ତ ଦିଶୁଛି କାନ୍ଥ

ପ୍ରକୃତି ପ୍ରେମୀ ଆଇଆଇସି କୈଳାଶ ଚନ୍ଦ୍ର ସେଠୀଙ୍କ ଅଭିନବ ପ୍ରୟାସ। ଥାନା ପରିସର ମଧ୍ୟରେ ସୃଷ୍ଟି କରିଛନ୍ତି ମିନି ପାର୍କ। ଏହାସହ ଅଦରକାରୀ କାନ୍ଥବାଡ଼ରେ ତୂଳିରେ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କି ସୁନ୍ଦର କରିଛନ୍ତି ଥାନା ପରିସର।

5-କୋରୋନା ସ୍ଥିତି ନେଇ ମୋଦିଙ୍କ ସହ ଆଲୋଚନା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶର କୋରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଶିବରାଜ ଆଲୋଚନା କରିଛନ୍ତି ।

6-ବ୍ରିଟେନରୁ ଆସିଲା ଅକ୍ସିଜେନ ଜେନେରେଟର ଓ 1000 ଭେଣ୍ଟିଲେଟର

ମହାମାରୀ ସମୟରେ ସହାୟତାର ହାତ ବଢାଇଲା ବ୍ରିଟେନ । କୋରୋନା ସମୟରେ ଭାରତକୁ ପଠାଇଲା ଅକ୍ସିଜେନ ଜେନେରେଟର ସହ ଏକ ହଜାର ଭେଣ୍ଟିଲେଟର ।

7-ପଶ୍ଚିମ କାବୁଲରେ ବୋମା ବିସ୍ଫୋରଣ, 53 ମୃତ

ପଶ୍ଚିମ କାବୁଲରେ ବୋମା ବିସ୍ଫୋରଣ । ଏଥିରେ 53 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 50ରୁ ଅଧିକ ଆହାତ ।

8-ଆନ୍ଧ୍ରରେ କୋରୋନା ସ୍ଥିତି ଅଣାୟତ, ଅକ୍ସିଜେନ ପାଇଁ ସରକାରଙ୍କୁ ଅନୁରୋଧ

ଆନ୍ଧ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କୁ ଅଧିକ ଅକ୍ସିଜେନ ପାଇଁ ଅନୁରୋଧ କରିଛନ୍ତି ।

9-ମିଜୋରାମରେ ଭୂକମ୍ପ ଝଟକା

ମିଜୋରାମରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 3.7 ମ୍ୟାଗ୍ନିଟ୍ୟୁଡ ରେକର୍ଡ ।

10-ବିଜୟ ମହାନ୍ତିଙ୍କ ମୃତ୍ୟୁକୁ ପୂରିନି ବର୍ଷେ, ଚାଲିଗଲେ ମା'

ପୁଅ ପରେ ପରେ ଚାଲିଗଲା ମାଆ । ନିଖୁଣ, ଭେଟେରାନ କଳାକାର ବିଜୟ ମହାନ୍ତିଙ୍କ ମୃତ୍ୟୁ ପରେ ଗତକାଲି ତାଙ୍କ ମା'ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.