ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : May 5, 2021, 11:02 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1-24 ଘଣ୍ଚାରେ 3 ଲକ୍ଷ 82 ହଜାର 315 ନୂଆ ଆକ୍ରାନ୍ତ ଚିହ୍ନଟ, 3780 ମୃତ

24 ଘଣ୍ଚା ମଧ୍ୟରେ 3 ଲକ୍ଷ 82 ହଜାର 315 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । 3 ହଜାର 780 ଜଣଙ୍କର ମୁଣ୍ତ ନେଇଛି କିଲର ଭାଇରସ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ସୂଚନା ।

2-କୋଭିଡ ସ୍ବାସ୍ଥ୍ୟସେବା ପାଇଁ ଆରବିଆଇ ଦେଲା 50,000 କୋଟି

ମାର୍ଚ୍ଚ 2022 ପର୍ଯ୍ୟନ୍ତ COVID ସମ୍ବନ୍ଧୀୟ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ତଥା ସେବା ବୃଦ୍ଧି ପାଇଁ ଆରବିଆଇ 50,000 କୋଟି ଟଙ୍କା ଘୋଷଣା ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

3-କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭାରତୀୟ ବିକାଶ ପରିଷଦ ପକ୍ଷରୁ ସମସ୍ତ କୋଭିଡ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗେଇବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ।

4-ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ

ଆଜିଠୁ 14 ଦିନ ପାଇଁ ରାଜ୍ୟ ଲକଡାଉନ । କେବଳ ନିଦ୍ଦିଷ୍ଟ କିଛି ସେବାକୁ ବାଦ୍‌ ଦେଲେ ଅନ୍ୟସମସ୍ତ ସେବା ବନ୍ଦ ରହିବ ।

5-ଲକ୍‌ଡାଉନ ବେଳେ ଘରୁ ଆସି ଏଫଆଇଆର ନେବ ପୋଲିସ

ଲକଡାଉନ ବେଳେ ଥାନାରେ ଅଭିଯୋଗ ଥିଲେ ଏଫଆଇର ନେବାକୁ ଘରେ ପହଁଞ୍ଚିବ ପୋଲିସ । ଡୋରଷ୍ଟେପ ଏଫଆଇର ସେବା ହେଲା ଲାଗୁ ।

6-ରାଜ୍ୟରେ ଦିନକରେ 9889 ପଜିଟିଭ; ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରେ ଦିନକରେ 9ହଜାର 8ଶହ 89ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1331ଜଣ ଚିହ୍ନଟ ହୋଇଛନ୍ତି ।

7-ଲକଡାଉନ ନିୟମ ପାଳନ କରିବାକୁ ଜନତାଙ୍କୁ ଜିଲ୍ଲାପାଳଙ୍କ ଅପିଲ୍‌

ରାଜ୍ୟ ସରକାରଙ୍କ ଦ୍ବାରା ଆଜିଠାରୁ (ମଙ୍ଗଳବାର) 19 ତାରିଖ ଯାଏଁ ଲକଡାଉନ ଲାଗୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରଯାଇଛି ।

8-ଲୋକଙ୍କୁ ସଚେତନ କରିବ ବିଜୁ ଛାତ୍ର ଜନତା ଦଳ

ଏଣିକି ନିଜ ଅଞ୍ଚଳରେ କୋଭିଡ ନେଇ ଲୋକଙ୍କୁ ସଚେତନ କରିବେ ବିଜୁ ଛାତ୍ର ଜନତା ଦଳର ସଦସ୍ୟ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶ ।

9-ଲକଡାଉନ: ଗାଁ ମୁହାଁ ସହରବାସୀ

ରାଜ୍ୟରେ ଲାଗୁ ହୋଇଛି 14 ଦିନିଆ ଲକଡାଉନ । ଏନେଇ ସହରରୁ ଗାଁ ମୁହାଁ ହୋଇଛନ୍ତି ସହରବାସୀ ।

10-ଅକ୍ସିଜେନ ଅଭାବରୁ ଆଖି ବୁଜିଲେ 11 କୋରୋନା ଆକ୍ରାନ୍ତ

ଅକ୍ସିଜେନ ଅଭାବରୁ ତାମିଲନାଡୁର ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ 11ଜଣ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.