ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର - news of the day

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : May 3, 2021, 11:07 AM IST

1-ଦେଶରେ ଦିନକରେ 3 ଲକ୍ଷ 68 ହଜାର 147 ଆକ୍ରାନ୍ତ ଚିହ୍ନଟ, 3417 ମୃତ

ଗତ 24 ଘଣ୍ଚାରେ 3 ଲକ୍ଷ 68 ହଜାର 147 ନୂଆ ଆକ୍ରାନ୍ତ ଚିହ୍ନଟ । 3 ହଜାର 417 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

2-କୋରୋନାର ଦ୍ରୁତ ସଂକ୍ରମଣ: ରାଜ୍ୟରେ 24 ଘଣ୍ଟାରେ 8914 ପଜିଟିଭ ଚିହ୍ନଟ

ବେକାବୁ କୋରୋନା । ରାଜ୍ୟରେ ଗତ 24 ଘଣ୍ଟାରେ ଚିହ୍ନଟ ହେଲେ 8 ହଜାର 914 ନୂଆ ଆକ୍ରାନ୍ତ ।

3-ଆଜି ରାଜ୍ୟରୁ 5 ମୁଣ୍ତ ନେଲା କୋରୋନା

ରାଜ୍ୟରେ ଉପର ମୁହାଁ କୋରୋନା ଗ୍ରାଫ । ଗୋଟିଏ ଦିନରେ 5 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ମୋଟ ମୃତ୍ୟୁ ସଂଖ୍ୟା ୨,୦୭୩କୁ ବୃଦ୍ଧି ।

4-ଲକଡାଉନରେ ପଶୁଙ୍କ ପେଟ କଥା ବୁଝିଛନ୍ତି ପଶୁପ୍ରେମୀ, ଦେଉଛନ୍ତି ଖାଦ୍ୟ କରୁଛନ୍ତି ସେବା

ମୃତ୍ୟୁର ତାଣ୍ଡବ ଖେଳୁଛି ମହାମାରୀ । ଏହି ସମୟରେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅସମର୍ଥ ହେଉଥିବା ବେଳେ ନିର୍ବାକ ପଶୁଙ୍କୁ ପଚାରେ କିଏ ।

5-ମମତା-ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ

କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

6-‘ଅହଂକାର, ଶକ୍ତି, ଅର୍ଥ ଓ ଜୟ ଶ୍ରୀରାମ ନାରା ବିଜେପିକୁ ହରେଇଛି’

ଦିଦିଙ୍କ ବିଜୟ ପରେ ଅନେକ ରାଜନୈତିକ ଦଳରୁ ବିଭିନ୍ନ ପ୍ରତିକ୍ରିୟା ମିଳିଛି । ସେପଟେ କଂଗ୍ରେସ ନେତା କପିଲ ଶିବଲ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ବିଜେପିର ହାରିବାର କାରଣ ବିଷୟରେ କହିଛନ୍ତି ।

7-ଦିଲ୍ଲୀରେ ଅକ୍ସିଜେନ ସଙ୍କଟ: ସରକାରଙ୍କୁ ନୋଟିସ୍‌ ଜାରି କଲେ କୋର୍ଟ

ଅକ୍ସିଜେନ ଯୋଗାଣ ସମ୍ପର୍କରେ ହାଇକୋର୍ଟଙ୍କ ଆଦେଶକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ଦେଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରବିବାର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।

8-ନିରାଡମ୍ବରରେ ହେବ ଶପଥ ଗ୍ରହଣ ସମାରୋହ: DMK ମୁଖ୍ୟ ଷ୍ଟାଲିନ

ତାମିଲନାଡୁରେ ଶେଷ ହୋଇଛି ନିର୍ବାଚନ । ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ହାତକୁ ନେଇଛି ଡିଏମକେ । ନିର୍ବାଚନ ପରେ ଶପଥ ସମାରୋହକୁ ନିରାଡମ୍ବରରେ କରିବାକୁ ଡିଏକେ ମୁଖ୍ୟ କହିଛନ୍ତି ।

9-ସଂକ୍ରମଣ ଭୟ, ସ୍ଥଗିତ ହେଲା କୈଳାଶ ମାନସରୋବର ଯାତ୍ରା

ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ୟ ମାନସରୋବର ଯାତ୍ରାକୁ ସ୍ଥଗିତ ରଖାଯାଇଛି।

10-କୋରୋନା କାଳରେ ଦୀପିକାଙ୍କୁ ଘାରିଛି ଲୋକଙ୍କ ମାନସିକ ଚିନ୍ତା

ସୋସିଆଲ ମିଡିଆରେ ଲୋକଙ୍କ ମାନସିକ ଚିନ୍ତା ଦୂର କରିବା ପାଇଁ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି ଦୀପିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.