ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Mar 17, 2021, 11:02 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡଖବର
ବର୍ତ୍ତମାନର ବଡଖବର

1. ବିଜେପି ବିଧାୟକ କ୍ଷମା ମାଗିବା ପ୍ରସଙ୍ଗ, ରାଜଭବନ ଅଭିମୁଖେ ବିଜେଡି ବିଧାୟକ

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ଜିଦରେ ଅଟଳ ଶାସକ ଦଳ । ଆଜି ଗୃହରେ ଏହି ପ୍ରସଙ୍ଗ ଉଠାଇବା ସହ ଗୃହ ମୁଲତବୀ ପରେ ରାଜଭବନ ଅଭିମୁଖେ ଗଲେ ବିଜେଡି ବିଧାୟକ ।

2. ଓମଫେଡ ଅଫିସ ପାଖରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଓମଫେଡ ଅଫିସ ଗେଟ ସମ୍ମୁଖରେ ଅଘଟଣ। ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି 4 ଗୁରୁତର। ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ଗୁରୁତର।

3. ଝୁଲନ୍ତା ଅବସ୍ଥାରେ ବିଜେପି ନେତାଙ୍କ ମୃତଦେହ ଉଦ୍ଧାର

ହିମାଚଳପ୍ରଦେଶର ମଣ୍ଡିର ଲୋକସଭା ସାଂସଦ ରାମସ୍ବରୂପ ଶର୍ମାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ନେତାଙ୍କ ମୃତ ଦେହ ଉଦ୍ଧାର ।

4. କୋରୋନାରେ ଆଖି ବୁଜିଲେ ବିଜେପି ନେତା ଦିଲ୍ଲୀପ ଗାନ୍ଧୀ

କୋଭିଡ ସଂକ୍ରମିତ ହୋଇ ଆଖି ବୁଜିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ଗାନ୍ଧୀ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା ।

5. ଦେଶରେ ବଢୁଛି କୋରୋନା ପ୍ରକୋପ, ଦିନକରେ 28903 ଆକ୍ରାନ୍ତ ଚିହ୍ନଟ

ଦେଶରେ ଉପରମୁହାଁ କୋରୋନା ଗ୍ରାଫ । କିଛି ଦିନ ପରେ ପୁଣି ବଢୁଛି ସଂକ୍ରମଣ । ଆଜି ଦେଶରୁ 28 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

6. ପୁରୁଣା ଫାଇଲ ଖୋଲିଲା ପୋଲିସ; 200 ଅଭିଯୁକ୍ତ ଗିରଫ

ଜିଲ୍ଲା ପୋଲିସକୁ ସଫଳତା । ବଲାଙ୍ଗୀର ଜିଲ୍ଲାରେ ବହୁ ପୁରୁଣା ଅପରାଧ ମାମଲାରେ ଥିବା 200 ଅଭିଯୁକ୍ତଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ ।

7. ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଝୁଲନ୍ତା ମୃତଦେହ ଠାବ

ଜଙ୍ଗଲରୁ ଏକ ଝୁଲନ୍ତା ମୃତଦେହ ଠାବକୁ ନେଇ ନର୍ଲା ଗ୍ରାମବାସୀ ଚକିତ । ଅର୍ଦ୍ଧଦଗ୍ଧ ଝୁଲନ୍ତା ମୃତଦେହ ଠାବ କରିଛି ପୋଲିସ ।

8. ପ୍ରଭୁ ଲିଙ୍ଗରାଜଙ୍କ କୃପାରୁ ପିପିଲି ଉପନିର୍ବାଚନ ଜିତିବ ବିଜେପି: ଡି. ପୁରନ୍ଦେଶ୍ବରୀ

ପିପିଲି ନିର୍ବାଚନ ବିଜେପି ନିଶ୍ଚୟ ଜିତିବ । ପ୍ରଭୁ ଲିଙ୍ଗରାଜଙ୍କ କୃପାରୁ ଦଳ ନିଶ୍ଚୟ ବିଜୟଲାଭ କରିବ । ନିର୍ବାଚନରେ ବିଜେପି ଜନତାଙ୍କ ମୁଦ୍ଦା ଉଠାଇବା ବୋଲି କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ।

9. ଲୁଲୁ ମହାପାତ୍ରଙ୍କ ଝିଅଙ୍କ ନାଁରେ ଗୁଣ୍ଡାଗିରି ଅଭିଯୋଗ, ନୟାପଲ୍ଲୀ ଥାନାରେ ଏତଲା

ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅଙ୍କ ନାଁରେ ଗୁଣ୍ଡାଗିରି ଅଭିଯୋଗ । ନୟାପଲ୍ଲୀ ଥାନାରେ ଏତଲା ।

10. ଦୁଷ୍କର୍ମ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବି, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା ରାମପୁର ଦୁଷ୍କର୍ମ ଘଟଣା । ପୀଡିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଶିକ୍ଷକଙ୍କୁ ଗିରଫ କରିବା ସହ ଚାକିରିରୁ ନିଲମ୍ବିତ ପାଇଁ ହୋଇଛି ଦାବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.