ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Mar 8, 2021, 10:59 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ରାଜ୍ୟସଭାରେ ତୈଳଦର ବୃଦ୍ଧି ତାତି, ଗୃହ 11ଟା ଯାଏଁ ମୁଲତବୀ

ରାଜ୍ୟସଭାରେ ତୈଳଦର ବୃଦ୍ଧିକୁ ନେଇ ହୋହଲ୍ଲା..

2.ରାଜଧାନୀର ଡେଡଲି ଡେଥ ଜୋନ; ଟ୍ରେନ ପଟ୍ରିରେ କଟିଲା ଗଣ୍ଡି ଓ ମୁଣ୍ଡ

ଅଲଗା ହେଲା ଗଣ୍ଡି ଓ ମୁଣ୍ଡ। ଭୁବନେଶ୍ବର ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର ହେଲା ଅଜଣା ମୃତଦେହ..

3.ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି ସାରା ବିଶ୍ବ; ଜାଣନ୍ତୁ ଆଜିର ଥିମ

ଚଳିତ ବର୍ଷ ମହିଳା ଦିବସର ଥିମ ବା ଉଦ୍ଦେଶ୍ୟ ରହିଛି ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବା...

4.‘ବିଶ୍ବ ପୁରୁଷ ଦିବସ ପାଳନ ହେଉ’

ବିଶ୍ବ ମହିଳା ଦିବସ ପରି ବିଶ୍ବ ପୁରୁଷ ଦିବସ ପାଳନ କରିବାକୁ ଦାବି କଲେ ରାଜ୍ୟସଭା ସାଂସଦ ଡ. ସୋନାଲ ମାନସିଂହ..

5.ଅନ୍ତର୍ଜାତୀୟ ମହିଳା ଦିବସ; ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି ଓ ପ୍ରାଧାନମନ୍ତ୍ରୀ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ମହିଳାମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି..

6.ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ଝାଡ଼ାଙ୍କୁଲି ଗ୍ରାମରେ ଗୋଟିଏ ପରିବାରର ବାପା ଓ ପୁଅକୁ ସଂଘବଦ୍ଧ ଭାବରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି..

7.ଅନ୍ତର୍ଜାତୀୟ ମହିଳା ଦିବସ; ଦେଶର ସୀମା ସୁରକ୍ଷାରେ 50 ମହିଳା

ଆଜି ପୁରୁଷଙ୍କ ସହ ସମକକ୍ଷ ହୋଇପାରିଛନ୍ତି ମହିଳା । ସୀମାରେ ମଧ୍ୟରେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ ଦେଶର ସୁରକ୍ଷା କରୁଛନ୍ତି..

8.ବିଚ୍ ରାସ୍ତାରେ ନାଚିଲେ ନିଆ, ଭିଡିଓ ଭାଇରାଲ

ସଣ୍ଡେରେ ଫ୍ରେଣ୍ଡ ସହ ମସ୍ତି କରିବା ସହ ସୋସିଆଲ ମିଡିଆରେ ଡାନ୍ସ ଭିଡିଓ ସେୟାର କରି ଚର୍ଚ୍ଚାରେ ନିଆ

9.‘ସେ ସ୍ତ୍ରୀ ସର୍ବଗୁଣ ସମ୍ପନ୍ନ’

ନାରୀଙ୍କ ସାହାସୀଗୁଣ, ବୁଦ୍ଧିମତା ଏବଂ ଧୈର୍ଯ୍ୟକୁ ନେଇ ବଲିଉଡରେ ନିର୍ମାଣ ହୋଇସାରିଛି ଅନେକ ଚଳଚ୍ଚିତ୍ର..

10.ଅଚିହ୍ନା ରୋଗରେ ପୀଡ଼ିତ ପୁଅ, ଚିକିତ୍ସା ପାଇଁ ବିଧବା ମା'ର ଆକୁଳ ନିବେଦନ

ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଯୁବକ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.