ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Mar 4, 2021, 11:19 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

1.ଝାଡଖଣ୍ଡରେ ଆଇଡି ବିସ୍ଫୋରଣ, ଦୁଇ ଯବାନ ଶହୀଦ

ଝାଡଖଣ୍ଡରେ ଆଇଡି ବିସ୍ଫୋରଣ, ଦୁଇ ଯବାନ ଶହୀଦ...

2.ତାଜମହଲରେ ବିସ୍ଫୋରକ, ଫୋନ କଲେ ପରେ ହାଇଆଲର୍ଟରେ ପୋଲିସ

ତାଜମହଲରେ ବିସ୍ଫୋରକ ରହିଥିବା ସୂଚନା, ପୋଲିସର ଯାଞ୍ଚ ଆରମ୍ଭ..

3.ନୀଳଗିରି ତିନିକୋଶିଆ ଜଙ୍ଗଲରେ ନିଆଁ

ନୀଳଗିରି ଅଞ୍ଚଳରେ ଥିବା ତିନି କୋଶିଆ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି..

4.ବିଭତ୍ସ ହତ୍ୟା ! ନଦୀ ପଠାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ହାତ ଗୋଡ ଉଦ୍ଧାର

ସୁନ୍ଦରଗଡ ଜିଲ୍ଲା ସଦର ଥାନ ଅନ୍ତର୍ଗତ ବନ୍ଧପାଲି ଗାଁ ନିକଟ ଇବ୍‌ ନଦୀରୁ ଜଣେ ଯୁବକଙ୍କ ଖଣ୍ଡିଆ ହାତ ଓ ଗୋଡ ଠାବ କରିଛି ପୋଲିସ..

5.ଭାରତ-ଇଂଲଣ୍ଡ, ଚତୁର୍ଥ ଟେଷ୍ଟ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ଜାରି

ଟସ୍‌ ଜିତି ପ୍ରଥମେ ଇଂଲଣ୍ଡ ବ୍ୟାଟିଂ କରୁଛି..

6.ରକ୍ତାଭାବ ଦୂର କରିବେ ସୋନୁ, ଖୋଲିବେ ବ୍ଲଡବ୍ୟାଙ୍କ

ବ୍ଲଡ ବ୍ୟାଙ୍କ ଖୋଲିବାକୁ ନେଇ ଚର୍ଚ୍ଚାରେ ସୋନୁ..

7.ବୟସ୍କଙ୍କୁ ଟୀକାକରଣ: ମିଥ୍ୟା ପ୍ରମାଣ ପତ୍ର ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ମିଥ୍ୟା ପ୍ରମାଣ ପତ୍ର ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି..

8.କୋଲକାତାରୁ ଅପହୃତ ଯୁବକ ଉଦ୍ଧାର; ସୋର ଆଣିଲା ପୋଲିସ

ଅପହୃତ ଯୁବକଙ୍କୁ ଉଦ୍ଧାର କରି ସୋରରେ ପହଞ୍ଚିଲା ପୋଲିସ..

9.ବଢିଲା ରାଜାମୌଲୀଙ୍କ ଚିନ୍ତା, ଲିକ୍ ହେଲା ‘RRR’ କ୍ଲାଇମେକ୍ସ ଫଟୋ

ବହୁ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’କୁ ନେଇ ଚିନ୍ତାରେ ମେକର୍ସ । କାରଣ ଫିଲ୍ମ ସେଟରୁ ଲିକ୍ ହୋଇଛି କିଛି ଫଟୋ..

10.ରାଜ୍ୟରେ ବଢୁଛି ଶବ୍ଦ ପ୍ରଦୂଷଣ, କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ବଢୁଥିବା ଶବ୍ଦ ପ୍ରଦୂଷଣକୁ ଆଖିରେ ରଖି କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.