1.ଆରମ୍ଭରୁ ହଟ୍ଟଗୋଳ, ଗୃହ 11ଟା 30 ପର୍ଯ୍ୟନ୍ତ ମୁଲତବୀ
ଗୃହ କାର୍ଯ୍ୟ ଦିନ 11 ଟା 30 ପର୍ଯ୍ୟନ୍ତ ମୁଲତବୀ..
2.ଆଜି କେରଳରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳର ସହରାଞ୍ଚଳରେ ଶକ୍ତି କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ..
3.ପରୀ ହତ୍ୟା ଘଟଣା: ଅଭିଯୁକ୍ତର ଭିଡିଓ ଭାଇରାଲକୁ ନେଇ ପ୍ରଶ୍ନ ଉଠାଇଲେ ଲେଖାଶ୍ରୀ
ପରୀ ହତ୍ୟା ଘଟଣାରେ ଅଭିଯୁକ୍ତର ଭିଡିଓ ଭାଇରାଲକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର
4.ଅମିତ ଶାହଙ୍କୁ ଦିଦିଙ୍କ ଚ୍ୟାଲେଞ୍ଜ; ପ୍ରଥମେ ଅଭିଶେକ ସହ ଲଢ, ପରେ ମୋ ସହ ଲଢିବ
ଅମିତ ଶାହଙ୍କୁ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ । ପ୍ରଥମେ ଅଭିଶେକ ସହ ଲଢ, ପରେ ମୋ ସହ ଲଢିବ ବୋଲି କହିଲେ ମମତା..
5.ସତ ଓଗାଳିଲା ଚୀନ, ଗଲୱାନ ସଂଘର୍ଷରେ ଯାଇଥିଲା 5 ଯବାନଙ୍କ ଜୀବନ
ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନର 5 ଜଣ ମିଲିଟାରୀ ଅଫିସର ଓ ସୈନ୍ୟଙ୍କ ମୃତ୍ୟୁ ହୋଇଛି..
6.ରେଭେନ୍ସା କ୍ୟାମ୍ପସକୁ ପଶି ଆସିଲେ ହାତୀ
ସିଡ଼ିଏ ସେକ୍ଟର-୧୪ ରେଭେନ୍ସା ଦ୍ବିତୀୟ କ୍ୟାମ୍ପସ ନିକଟରେ ଦୁଇ ହାତୀ ପଶି ଆସିଥିବା ଜଣାପଡିଛି..
7.ମୋଦିଙ୍କ କୋଭିଡ ପରିଚାଳନା ପ୍ରସ୍ତାବକୁ ପ୍ରଶଂସା କଲା ପାକିସ୍ତାନ
8.ତୈଳ ଦରରେ ଲାଗୁନି ବ୍ରେକ; ଦିଲ୍ଲୀରେ 90 ପାର କଲା ପେଟ୍ରୋଲ ଦର
ଅନିୟନ୍ତ୍ରିତ ତେଲ ଦର । ଲଗାତାର 11 ଦିନ ହେବ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ..
9.ଭଣ୍ଡାରା ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା: 2 ନର୍ସଙ୍କ ବିରୋଧରେ ଏତଲା
ମୁମ୍ବାଇର ଭଣ୍ଡାରା ହସ୍ପିଟାଲରେ 10 ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣାରେ 2 ନର୍ସଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଛି..
10.ଲଞ୍ଚ ହେଲା ଓଟିଟି ଆପ୍ ଏଆର ପ୍ରାଇମ
ଓଡ଼ିଶାର ଆଉ ଏକ ଓଡିଆ ଏକକ ଓଟିଟି ପ୍ଲାଟଫର୍ମ ଆପ ଏଆର ପ୍ରାଇମ ଲୋକାର୍ପିତ ହୋଇଛି..