ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

NEWS@11AMTOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Feb 12, 2021, 11:05 AM IST

Updated : Feb 12, 2021, 11:15 AM IST

1.ରାଜ୍ୟସଭାରେ ଓଡିଶାକୁ ପ୍ରଶଂସା କଲେ ମନ୍ତ୍ରୀ

କୋରୋନା କାଳରେ ଶ୍ରମିକଙ୍କୁ କାମ ଦେବାକୁ ଓଡିଶା ସରକାର ନରେଗା କାର୍ଯ୍ୟଦିବସକୁ 150 ଦିନକୁ ବୃଦ୍ଧି କରିଛନ୍ତି..

2.22 ମାସରେ ଟ୍ରେନ ଦୁର୍ଘଟଣାରେ ଯାଇନି କୌଣସି ଜୀବନ: ରେଳମନ୍ତ୍ରୀ

2019 ମସିହା ମାର୍ଚ୍ଚ 22 ତାରିଖ ପରଠୁ ଟ୍ରେନ ଦୁର୍ଘଟଣାରେ କୌଣସି ଜୀବନ ଯାଇନି ବୋଲି କହିଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ..

3.ବିଜେଡି ସାଂସଦଙ୍କ ଦାବି; ପାଇଖାନା ନିର୍ମାଣ ଘୋଟାଲା ରୋକିବାକୁ ସ୍କ୍ବାର୍ଡ ଗଠନ କରନ୍ତୁ ସରକାର

ପାଇଖାନା ନିର୍ମାଣ ଘୋଟାଲା ରୋକିବାକୁ ସ୍କ୍ବାର୍ଡ ଗଠନ କରିବାକୁ ରାଜ୍ୟସଭାରେ ଦାବି କଲେ ବିଜେଡି ସାଂସଦ ମୁନ୍ନା ଖାଁ..

4.ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି

ବହୁ ଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ହେବ ପରବର୍ତ୍ତୀ ଶୁଣାଣି..

5.20 ହଜାର ଟଙ୍କା ପାଇଁ ଆଖି ତାଡିଦେଲେ ଦାଦା ଶ୍ବଶୁର

କରଜ ଟଙ୍କା ନ ସୁଝିବାରୁ ଆଖି ତାଡି ନେଲେ ଶ୍ବଶୁର ଘର ଲୋକ..

6.କୁହୁଡି ବଳୟରେ ସ୍ମାର୍ଟସିଟି

କୁହୁଡି ବଳୟରେ ରାଜଧାନୀ ଭୁବନେଶ୍ବର । ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି..

7.ରାହୁଲଙ୍କ 'ହମ୍ ଦୋ ହମାରେ ଦୋ' ମନ୍ତବ୍ୟ ଉପରେ ଗିରିରାଜଙ୍କ ପ୍ରତିକ୍ରିୟା

ରାହୁଲଙ୍କ 'ହମ୍ ଦୋ ହମାରେ ଦୋ' ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ପ୍ରତିକ୍ରିୟା ରଖିଛନ୍ତି..

8.ଗଛରେ ପିଟିହେଲା ପିକ‌ଅପ୍‌ ଭ୍ୟାନ; 4 ଗୁରୁତର ବିଖାଖାପାଟଣା ସ୍ଥାନାନ୍ତର

ପିକ୍‌ଅପ୍‌ ଗାଡି ଗଛରେ ପିଟି ହୋଇ 4 ଜଣ ଗୁରୁତର ଆହତ ହୋଇଛନ୍ତି..

9.ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ବୟନଶିଳ୍ପ ମନ୍ତ୍ରୀ

ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତା ଦେଖାଇଛନ୍ତି..

10.ମନି ଲଣ୍ଡରିଂ କେସରେ ଫସିଲେ କରୀନାଙ୍କ ସମ୍ପର୍କୀୟ

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୀନା କପୁର ଖାନ ଓ ରଣବୀର କପୁରଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କୁ ସମନ ପଠାଇଛନ୍ତି..

Last Updated : Feb 12, 2021, 11:15 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.