ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM
author img

By

Published : Jan 6, 2021, 11:00 AM IST

1.ଜାନୁଆରୀ 10ରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ । ଆସନ୍ତା 10 ତାରିଖରୁ ଆରମ୍ଭ ହେବ ମାଟ୍ରିକ ଫର୍ମ ପୂରଣ ।

2.ପନିର ପରେ ନକଲି ଚା’ ଗୋଦାମ ଠାବ, ୭ କ୍ବିଣ୍ଟାଲ ପତି ଜବତ

ନକଲି ଖାଦ୍ୟ ସମାଗ୍ରୀର ଗନ୍ତାଘର ପାଲଟିଥିବା କଟକରୁ ଏବେ ପୁଣି ମିଳିଛି ଭେଜାଲ ଚା’ ପତି । ୭ କ୍ବିଣ୍ଟାଲ ନକଲି ଚା’ ପତି ଜବତ ।

3.କୁତ୍ରା ଥାନାରେ ବିର୍ଜୁ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଫେରିଯିବ ଘରକୁ

କୁତ୍ରା ଥାନାରେ ପହଞ୍ଚିଲା ବିର୍ଜୁ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କୁତ୍ରା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

4.ଗଞ୍ଜେଇ ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଟିମକୁ ଆକ୍ରମଣ; 4 ଗୁରୁତର

ଗଞ୍ଜେଇ ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଟିମକୁ ସଙ୍ଘବଦ୍ଧ ଆକ୍ରମଣ । ଆକ୍ରମଣ ପଛରେ ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

5.ମାହାଙ୍ଗା ଡବଲ ମର୍ଡର ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

ମାହାଙ୍ଗା ଡବଲ ମର୍ଡର ଘଟଣା, ଆଜି ଆଉ ଜଣଙ୍କୁ ଗିରଫ କଲା ମାହାଙ୍ଗା ଥାନା ପୋଲିସ ।

6.ସୋରଡା ବିଧାୟକଙ୍କ ନାମରେ ଜମି କେଳେଙ୍କାରୀ ଅଭିଯୋଗ

ସୋରଡା ବିଧାୟକଙ୍କ ନାମରେ ଜମି କେଳେଙ୍କାରୀ ଅଭିଯୋଗ । ଖଣ୍ଡନ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ।

7.ସାତକୋଶିଆରେ କୁମ୍ଭୀରଙ୍କ ବଂଶବୃଦ୍ଧି ଲକ୍ଷ୍ୟରେ ଛଡାଗଲା 6 ଘଡିଆଳ

ଅନୁଗୋଳ ସାତକୋଶିଆରେ କୁମ୍ଭୀରଙ୍କ ବଂଶ ବୃଦ୍ଧି ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ।

8.ଛିଡା ହୋଇଥିବା ଟ୍ରକ ପଛରେ ପିଟିହୋଇ ଜଣେ ମୃତ

ରାସ୍ତା କଡରେ ଛିଡା ହୋଇଥିବା ଟ୍ରକରେ ପିଟି ହୋଇ ଜଣେ ବାଇକ ଆରୋହୀ ମୃତ ।

9.ଜାନୁଆରୀ ୮ରୁ ଅନଲାଇନରେ ପ୍ଲାନେଟୋରିୟମ ‘ସୋ’ ଓ ଆଲୋଚନାଚକ୍ର

ପ୍ରତିଷ୍ଠା ଦିବସରୁ ଅନଲାଇନ କାର୍ଯ୍ୟକ୍ରମ କରିବାକୁ ଯାଉଛି ଭୁବନେଶ୍ବର ସ୍ଥିତ ପଠାଣିସାମନ୍ତ ପ୍ଲାନେଟୋରିୟମ ।

10.ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲର ହେଲା ସଫଳ ପରୀକ୍ଷଣ

ଭାରତ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲ(ଏମଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.