ETV Bharat / bharat

TOP NEWS 11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 20, 2022, 11:00 AM IST

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM
TOP NEWS 11 AM

1.ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ

ନିଆଳି ହାଟରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ୪୩ଟି ହାଟ ଚାଳି ପୋଡି ପାଉଁଶ । ଦୁଇ ବର୍ଷରେ ଦୁଇଥର ହାଟରେ ନିଆଁ ଲାଗିଲାଣି ।

2.ଟ୍ବିଟରକୁ ଫେରିଲେ ଟ୍ରମ୍ପ

୨୨ ମାସ ପରେ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Former US President Donald Trump) ।

3.ପାକ୍‌ରେ ଆଖି ବୁଜିଲା ଆତଙ୍କୀ ହରବିନ୍ଦର ସିଂ ରିଣ୍ଡା, ସିଦ୍ଧୁ ମୁସେୱାଲା ହତ୍ୟାରେ ଥିଲା ଜଡିତ

ପାକିସ୍ତାନର ଲାହୋରରେ ଆତଙ୍କବାଦୀ ହରବିନ୍ଦରର ମୃତ୍ୟୁ ହୋଇଥିବା ସୂଚନା । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଜଡିତ ଥିବାରୁ ତାକୁ ହତ୍ୟା କରିଥିବା ଦାବି କଲା ବାମ୍ବିହା ଗୋଷ୍ଠୀ ।

4.Encounter In Anantnag: ସେନା ଗୁଳିରେ ଜଣେ ଆତଙ୍କୀ ସଫା

ଅନନ୍ତନାଗ ଜିଲ୍ଲାର ବିଜବେହାରର ଚେକି ଡୁଡୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଜଣେ ଆତଙ୍କୀ ନିହତ ହୋଇଥିବା ସୂଚନା ।

5.ପୌରାଞ୍ଚଳରେ ଗଠନ ହେବ ୱାର୍ଡ କମିଟି: ବଜେଟ ପ୍ରସ୍ତୁତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ନେବ ପଦକ୍ଷେପ

ତିନି ଲକ୍ଷ କିମ୍ବା ଏହାଠାରୁ ଅଧିକ ଜନସଂଖ୍ୟା ଥିବା ପୌରାଞ୍ଚଳରେ ଗଠନ ହେବ ୱାର୍ଡ କମିଟି ।

6.ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଦମନ, ସିନେମା ଦେଖିବେ ବରିଷ୍ଠ ଅଧିକାରୀ

ବଢୁଛି ଓଡ଼ିଆ ଚଳଚ୍ଚିତ୍ର ଦମନର କ୍ରେଜ । ଆଜି ଲୋକସେବା ଭବନରେ ଦମନ ଚଳଚ୍ଚିତ୍ର ଦେଖିବେ ବରିଷ୍ଠ ଅଧିକାରୀ ।

7.ମଞ୍ଚେଶ୍ବରରୁ ମିଳିଲା ଅର୍ଚ୍ଚନାଙ୍କ ଏଣ୍ଡଭର କାର, ଖୋଜୁଥିଲା ଇଡି

ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ଅର୍ଚ୍ଚନାଙ୍କ ଏଣ୍ଡଭର ଗାଡି ଠାବ । ଗାଡ଼ିର ଡ୍ୟାସ ବୋର୍ଡର ଭିନ ନମ୍ବରରୁ ଠାବ ହୋଇଛି ଏଣ୍ଡଭର ।

8.ଅଟୋରେ ଭୟଙ୍କର ବିସ୍ଫୋରଣ, ଆତଙ୍କବାଦୀ କାର୍ଯ୍ୟକଳାପ କହିଲେ DGP

କର୍ଣ୍ଣାଟକ ମାଙ୍ଗାଲୁରୁରେ ଅଟୋରେ ବିସ୍ଫୋରଣ ଘଟଣା । ଏହା ଆକସ୍ମିକ ନୁହେଁ ବରଂ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ସୂଚନା ଦେଲେ (DGP) ।

9.IND vs NZ: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦, ପୁଣି ବାଧକ ସାଜିପାରେ ବର୍ଷା

ଆଜି ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ଦ୍ବିତୀୟ ମୁକାବିଲା । ଆଜିବି ବର୍ଷା ବାଧକ ସାଜିପାରେ ବୋଲି ଅନୁମାନ କରାଯାଉଛି ।

10.Tabassum Passes Away: ହୃତଘାତରେ ବର୍ଷୀୟାନ ଅଭିନେତ୍ରୀ ତବସୁମଙ୍କ ପରଲୋକ

ଆରପାରିରେ ବର୍ଷୀୟାନ ଅଭିନେତ୍ରୀ ତଥା ଟକ ଶୋ ଉପସ୍ଥାପିକା ତବସୁମ ଗୋଭିଲ । 78 ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.