ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 22, 2022, 11:00 AM IST

1.ଏଣିକି ଓଡ଼ିଆରେ ଦେଇ ପାରିବେ OAS ପରୀକ୍ଷା

ଏଣିକି ଓଡ଼ିଆରେ ଦେଇ ହେବ OAS ପରୀକ୍ଷା । ପରୀକ୍ଷାର୍ଥୀ ନିଜ ଇଚ୍ଛାରେ ଓଡ଼ିଆ ଏବଂ ଇଂରାଜୀ ଭାଷା ମଧ୍ୟରୁ ଯେଉଁଥିରେ ପରୀକ୍ଷା ଦେଇପାରିବେ ।

2.ଆରପାରିରେ ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ

ଆରପାରିରେ ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ(EX MLA Adikanda Sethi Passes away)। ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଛତ୍ରପୁରର ବିଧାୟକ ରହିଥିଲେ ସେ ।

3.Odisha Covid Cases: ରାଜ୍ୟରେ ପୁଣି ସଂକ୍ରମଣ ୨୦୦ ପାର

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 252 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

4.India Corona: ଦିନକରେ ଦେଶରେ ୫ ହଜାରୁ ଊର୍ଦ୍ଧ୍ବ କୋରୋନା ସଂକ୍ରମିତ

ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5,443 ଜଣ ନୂଆ ସଂକ୍ରମିତ ।

5.PFI ନେତାଙ୍କ ବିରୋଧରେ ଆକ୍ସନ: ଦେଶରେ ବିଭିନ୍ନ ସ୍ଥାନରେ NIAର ଛାପା, 100ରୁ ଊର୍ଦ୍ଧ୍ବ ଗିରଫ

ଦେଶରେ ବିଭିନ୍ନ ସ୍ଥାନରେ NIAର ରେଡ, କେରଳର ମାଲାପୁରାମ ଜିଲ୍ଲାର ମଞ୍ଜେରୀ ଠାରେ ପିଏଫଆଇ ସଭାପତି ଓଏମଏ ସଲାମଙ୍କ ଘରେ ଏନଆଇଏ ଏବଂ ଇଡି ଚଢାଉ କରିଛି ।

6.Savarkar in Bharat Jodo poster: ଭାରତ ଯୋଡୋ ବ୍ୟାନରରେ ସାବରକରଙ୍କ ଫଟୋ, ରାଜନୀତି ଉଷ୍ମ

କେରଳରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । କାର୍ଯ୍ୟକ୍ରମକୁ ନେଇ ଦଳୀୟ ବ୍ୟାନରରେ ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ସହ ସାବରକରଙ୍କ ଫଟୋ । ଘେରିଲା ବିଜେପି । କଂଗ୍ରେସ କହିଲା ପ୍ରିଣ୍ଟଗତ ତ୍ରୁଟି ।

7.ଆଜିଠୁ ଯୁକ୍ତ ଦୁଇ ପାଠପଢା

ଆଜିଠୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପାଠପଢା ।

8.ଆଜି ରାଜ୍ୟ କ୍ୟାବିନେଟ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିବ ମୋହର

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଭିସି ଜରିଆରେ ଏଥିରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ।

9.Ind vs Eng Womens ODI: ସିରିଜ କବଜା କଲା ଭାରତ

ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜକୁ ସିଲ କରିଛି ଟିମ ଇଣ୍ଡିଆ ।

10.ରାଜୁଙ୍କ ଦେହାନ୍ତରେ ଭାଙ୍ଗି ପଡିଲେ ପତ୍ନୀ, କହିଲେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଲଢିଥିଲେ

ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତରେ ହାସ୍ୟ ଅଭିନେତାଙ୍କ ପତ୍ନୀ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଶିଖା ରୟ କହିଛନ୍ତି, ମୁଁ ବର୍ତ୍ତମାନ କଥାବାର୍ତ୍ତା କରିବାର ଅବସ୍ଥାରେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.