ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 15, 2022, 11:02 AM IST

1.ନୂଆପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

ନୂଆପଡା ଜିଲ୍ଲା କୋମାନା ଥାନା ଠୁଟିବର ଗାଁରେ ମହିଳାଙ୍କୁ ଗୁଳି କରି ହତ୍ୟା । ଅଭିଯୁକ୍ତ ଫେରାର୍ ।

2.ଏୟାର ସୋ ପାଇଁ ବିପଦ ସାଜିପାରେ ବର୍ଜ୍ୟବସ୍ତୁ, ସଜାଗ ରହିବାକୁ ପ୍ରଶାସନର ଅନୁରୋଧ

ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ।

3.ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଜେଲେନସ୍କି

ଦୁର୍ଘଟଣାର ଶିକାର ହେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏଥିରେ ସେ ଗୁରୁତର ଆହତ ହୋଇନଥିବା ସୂଚନା ।

4.India Corona: ଦିନକରେ ୬,୪୨୨ ନୂଆ ସଂକ୍ରମିତ

ଦେଶରେ କୋରୋନା ସଂକ୍ରମଣ ହ୍ରାସ । ଗତ 24 ଘଣ୍ଟା ମଧ୍ୟରେ 6,422 ନୂଆ ସଂକ୍ରମିତ ଚିହ୍ନଟ ।

5.କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟି ଝାମ୍ପି ନେଲେ ଲୁଟେରା

ମହିଳା କନିଷ୍ଠ କିରାଣୀଙ୍କ ଠାରୁ ଭ୍ୟାନିଟି ଝାମ୍ପି ନେଇ ଚମ୍ପଟ ମାରିଲେ ଲୁଟେରା । ଥାନାରେ ଅଭିଯୋଗ କଲେ କନିଷ୍ଠ କିରାଣୀ ମୋନାଲିଜା ମହାନ୍ତି ।

6.ଏଣିକି ଗୋଟିଏ ରକ୍ତ ପରୀକ୍ଷାରେ ଚିହ୍ନଟ ହେବ କର୍କଟର ବିଭିନ୍ନ ପ୍ରକାର

ଏଣିକି କର୍କଟ ରୋଗ ଚିହ୍ନଟରେ ବିଳମ୍ବ ହେବ ନାହିଁ । ବିଭିନ୍ନ ପ୍ରକାରର କର୍କଟ ରୋଗ ଲକ୍ଷଣ ଚିହ୍ନଟ କରିବାର ସ୍ବତନ୍ତ୍ର ରକ୍ତ ପରୀକ୍ଷା ଆରମ୍ଭ କଲେ ଆମେରିକାର ବୈଜ୍ଞାନିକ(A blood test that detects many types of cancer) ।

7.ଟନେଲରେ ଧସିଲା ମାଟି, ଚାଲିଗଲା 2 ଶ୍ରମିକଙ୍କ ଜୀବନ

ରେଳ ଲାଇନର ଦୋହରିକରଣ ଚାଲୁଥିବା ବେଳେ କୁସୁମଗୁଡା ୨-ନମ୍ବର ଟନେଲରେ ଅଘଟଣ ଘଟିଯାଇଛି । ଟନେଲ ଭିତରେ କାମ କରୁଥିବା ବେଳେ ମାଟି ଧସି ଦୁଇ ଶ୍ରମିକ ମୃତ ।

8.B'day special: 52ରେ ପାଦ ଦେଲେ ବାହୁବଳୀର ରାଜମାତା, 14 ବର୍ଷରୁ ଆରମ୍ଭ କରିଥିଲେ ଫିଲ୍ମ ଯାତ୍ରା

ଅଭିନେତ୍ରୀ ରାମ୍ୟା କୃଷ୍ଣନ ଆଜି (ସେପ୍ଟେମ୍ବର 15) ତାଙ୍କର 52 ତମ ଜନ୍ମଦିନ ପାଳନ କରୁଛନ୍ତି । 14 ବର୍ଷ ବୟସରେ ସେ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ।

9.World Wrestling Championships: ବ୍ରୋଞ୍ଜ ଜିତିଲେ ଭିନେଶ

ଚଳିତ ବିଶ୍ବ କୁସ୍ତି ଚମ୍ପିଆନସିପରେ 53 କିଗ୍ରା ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଭିନେଶ ଫୋଗାଟ । ବିଶ୍ବ ଚମ୍ପିଆନସିପରେ 2ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ଭିନେଶ ।

10.U-17 Saff Championship, ନେପାଳକୁ ହରାଇ ଭାରତ ଚାମ୍ପିଅନ

ନେପାଳକୁ 4-0 ଗୋଲରେ ପରାସ୍ତ କରି 17 ବର୍ଷରୁ କମ୍ ବାଳକ ଫୁଟବଲ ସାଫ୍ ଚାମ୍ପିଅନସିପ ଟାଇଟଲ ହାତେଇଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.