ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM
ବର୍ତ୍ତମାନର ବଡ ଖବର
author img

By

Published : Jul 3, 2022, 11:00 AM IST

1.India Corona: 16 ହଜାର ଉପରେ ସଂକ୍ରମଣ, 31 ମୃତ

ଦେଶରେ ଉପରମୁହାଁ ରହିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 16 ହଜାର 103 ଜଣ ନୂଆ ସଂକ୍ରମିତ ଚିହ୍ନଟ

2.Odisha Corona: ଦୈନିକ ସଂକ୍ରମଣ 300 ପାର

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 346 ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

3.ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ବସ, ୨୦ ଆହତ

ଖୋର୍ଦ୍ଧା ବାଘମାରୀ ସିମର ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ । ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଗୁରୁତର ରହିଥିବା ସୂଚନା ରହିଛି

4.ବିଦ୍ରୋହ ପରେ ପ୍ରଥମ ବିଧାନସଭା: ପହଞ୍ଚୁଛନ୍ତି ମହାରାଷ୍ଟ୍ର ବିଧାୟକ

ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ । ବିଦ୍ରୋହ ପରେ ପ୍ରଥମ ବିଧାନସଭା ଅଧିବେଶନ । ପହଞ୍ଚୁଛନ୍ତି ସମସ୍ତ ବିଧାୟକ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ

5.ଆଜି ସଂଧ୍ୟାରେ ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଅନ୍ତିମ ଦିବସ । ସଂଧ୍ୟାରେ ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

6.ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ

ଆଜି ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ । ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ନେଇ ଶିବସେନା ଜାରି କରିଛି ହ୍ବିପ । ହ୍ବିପକୁ ସିନ୍ଧେ ଗୋଷ୍ଠୀର ଅସ୍ବୀକାର

7.ନୂପୁର ଶର୍ମାଙ୍କୁ SCଙ୍କ ତାଗିଦ ଟିପ୍ପଣୀ, ଉଚିତ୍‌ ଫୋରମରେ ଚର୍ଚ୍ଚା ହେବ କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ

ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ଭର୍ତ୍ସନା କଲେ ସର୍ବୋଚ୍ଚ କୋର୍ଟ । କୌଣସି ପ୍ରତିକ୍ରିୟା ପାଇଁ ମନା କଲେ କେନ୍ଦ୍ର ଆଇନ ମନ୍ତ୍ରୀ ରିଜିଜୁ

8.Vice president Election: ଅମରିନ୍ଦର ହୋଇପାରନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି । ଏନଡିଏ ପକ୍ଷରୁ ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି ।

9.ମହିଳା ହକି ବିଶ୍ବକପ: ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଜୁଲାଇ ପହିଲାରୁ ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫଆଇଏଚ) ମହିଳା ହକି ବିଶ୍ବକପର 15 ତମ ସଂସ୍କରଣ ସ୍ପେନ ଓ ନେଦରଲାଣ୍ଡସନରେ ଆରମ୍ଭ ହୋଇଯାଇଛି

10.ପୁଣିଥରେ ଚର୍ଚ୍ଚାରେ ସୋନା ମହାପାତ୍ର, ମହିଳାଙ୍କ ପ୍ରତି ଭେଦଭାବ ଉପରେ ସ୍ୱର ଉଠାଇଲେ

ସୋନା ମହାପାତ୍ରଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଣ୍ଟାରୀ ସଟ୍‌ ଅପ୍ ସୋନା ଜୁଲାଇ 1 ରୁ Zee5 ରେ ପ୍ରସାରିତ ହେଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.