ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @11AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@11 AM
ବର୍ତ୍ତମାନର ବଡ ଖବର
author img

By

Published : Jun 28, 2022, 11:08 AM IST

1.ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS

ଦେଶର ଶ୍ରେଷ୍ଠ 20ଟି ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ବର AIIMS । ଇଣ୍ଡିଆ ଟୁଡେ ସର୍ଭେରେ 20ତମ ସ୍ଥାନ ହାସଲ କଲା । ଗତ ବର୍ଷ 25 ତମ ସ୍ଥାନରେ ଥିଲା ଏମ୍ସ ଭୁବନେଶ୍ବର

2.ଅସୁରକ୍ଷିତ ଗଜରାଜ: ସାତକୋଶିଆରେ ପୁଣି ହାତୀର ମୃତ୍ୟୁ

ସାତକୋଶିଆ ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ଟିକରପଡା ବନାଞ୍ଚଳର ସୁନାଖଣିଆ ନିକଟରେ ହାତୀ ମୃତଦେହ ମିଳିଛି । ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ନେଇ ଡିଏଫଓଙ୍କ ସୂଚନା ।

3.India Corona: 11 ହଜାର ଉପରେ ଦୈନିକ ସଂକ୍ରମଣ, 27 ମୃତ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 11,793 ଜଣ ନୂଆ ସଂକ୍ରମିତ ଚିହ୍ନଟ

4.Odisha Corona: ୧୦୦ ପାର୍‌ ଦୈନିକ ସଂକ୍ରମଣ

କୋରୋନା ସଂକ୍ରମଣରେ ବୃଦ୍ଧି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.Agnipath Scheme: 4 ଦିନରେ ବାୟୁସେନାରେ 94 ହଜାର ଆବେଦନ

ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ଯୁବପିଢ଼ୀଙ୍କ ଆଗ୍ରହ ଦେଖିବାକୁ ମିଳିଛି । ବାୟୁସେନାରେ ନିଯୁକ୍ତି ପାଇଁ 4 ଦିନ ମଧ୍ୟରେ 94 ହଜାରରୁ ଅଧିକ ଆବେଦନ ମିଳିଛି ।

6.ଆଜିଠୁ ଚଣ୍ଡିଗଡ଼ରେ ଦୁଇ ଦିନିଆ GST ପରିଷଦ ବୈଠକ

ସାମଗ୍ରୀ ଏବଂ ସେବା ଟିକସକୁ(Goods and Service Tax) 5 ବର୍ଷ ପୂରିବାକୁ ଯାଉଛି ।

7.ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧରେ ବିବାଦୀୟ ଟ୍ବିଟ କରି ଅଡୁଆରେ ରାମ ଗୋପାଳ ବର୍ମା

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ଦ୍ଦେଶକ ରାମ ଗୋପାଳ ଭର୍ମାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

8.ଆବୁଧାବି ମସଜିଦ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ

10 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ସୋମବାର ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ।

9.ମହିଳା ଟି-ଟ୍ବେଣ୍ଟି: ସିରିଜ ହାତେଇଲା ଟିମ ଇଣ୍ଡିଆ

ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଛି । ମାତ୍ର ମହିଳା ଦଳ 2-1ରେ ସିରିଜ କବାଜରେ କରି ନେଇଛି

10.ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ସପ୍ତାହେ ପୂର୍ବରୁ ଯାଇଥିଲେ ମଞ୍ଚେଶ୍ବର ଥାନା

ଅଭିନେତା ରାଇମୋହନଙ୍କ ମୃତ୍ୟୁ ନେଇ ସସପେନ୍ସ ବଢିବାରେ ଲାଗିଛି । ମୃତ୍ୟୁ ରହସ୍ୟ ଉପରୁ ପରଦା ଏଯାଏଁ ହଟିନାହିଁ । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତ୍ୟୁର ସପ୍ତାହ ପୂର୍ବରୁ ମଞ୍ଚେଶ୍ବର ଥାନା ଯାଇଥିଲେ ରାଇମୋହନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.