ETV Bharat / bharat

TOP NEWS 1PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 1pmର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 1 PM ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 15, 2022, 1:12 PM IST

Updated : Aug 16, 2022, 1:09 PM IST

1.ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଦେଶ ପାଇଁ ମାର୍ଗଦର୍ଶକ ସାଜିଛି ଓଡିଶା

ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ (State Level Independence Day)ସମାରୋହ ।

2.India Corona, ଦିନକରେ 14917 ନୂଆ ସଂକ୍ରମିତ

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 14,917 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

3.ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତ ଗଣତନ୍ତ୍ରର ଜନନୀ କହିଲେ ମୋଦିି

76ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାକୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4.ବଢୁଛି ମହାନଦୀର ଜଳସ୍ତର

ବନ୍ୟାଜଳ ପ୍ରବେଶ ପରେ ବଢୁଛି ମହାନଦୀର ଜଳସ୍ତର । ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ 10 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି ।

5.ଦେଶ ପାଳୁଛି ସ୍ବାଧୀନତା ଦିବସ, ବାଦିଗାଁରେ ରଶି ଲଗାଇ ଝୁଲି ପଡିଲେ ମାଆ ପୁଅ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବାଦିଗାଁରେ ଅଭାବନୀୟ ଘଟଣା । ଗଛରେ ରଶି ଲଗାଇ ଆତ୍ମହତ୍ୟା କଲେ ମାଆ ପୁଅ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି ।

6.ଜରିମାନା ବାବଦକୁ କଟିଥିବା ଇ ଚାଲାଣକୁ ରଦ୍ଦକଲା ପରିବହନ ବିଭାଗ

୨୦୧୯ ଡିସେମ୍ବର ୩୧ ତାରିଖରୁ ୨୦୨୨ ଜୁଲାଇ ୩୧ ମଧ୍ୟରେ ହୋଇଥିବା ସମସ୍ତ ଗାଡି ଯାଞ୍ଚ ଓ ଜରିମାନା ଇ ଚାଲାଣକୁ ରଦ୍ଦ କଲା ରାଜ୍ୟ ପରିବହନ ବିଭାଗ ।

7.76th Independence Day, ଲଦାଖରେ ତ୍ରିରଙ୍ଗା ଉଡାଇଲେ ITBP ଯବାନ

ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ ।

8.ଅନୁଗୋଳର ୨ଟି ବ୍ଲକରେ ପଶିଲା ବନ୍ୟାପାଣି

ମହାନଦୀର ବନ୍ୟାଜଳ ପ୍ରବେଶ କରିବାରୁ ଅନୁଗୋଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

9.ସହାୟତା କଲା ବାହାରିନ ଓଡ଼ିଆ ସମାଜ, 9 ମାସ ପରେ ଜନ୍ମମାଟିକୁ ଫେରିଲେ 2 ପ୍ରବାସୀ

ସାଉଦି ଆରବରେ ଅଟକ ଥିବା 2 ପ୍ରବାସୀ ଓଡ଼ିଆ ଶ୍ରମିକ ଓଡିଶାକୁ ଫେରିଛନ୍ତି ।

10.ବର୍ଷାରେ ଭାଙ୍ଗିଲା ପୋଲ, କନ୍ଧମାଳରେ ବହୁ ଗାଁ ଜଳବନ୍ଦୀ

କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Last Updated : Aug 16, 2022, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.