ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ବଡ଼ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 4, 2022, 1:01 PM IST

୧. ଆସନ୍ତା 3 ଦିନ ପରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର: ମୁଖ୍ୟ ଶାସନ ସଚିବ

ସମ୍ଭାବ୍ୟ ବାତ୍ୟା ନେଇ ଏଯାଏଁ ଚିତ୍ର ସ୍ପଷ୍ଟ ହୋଇନାହିଁ । 3 ଦିନ ପରେ ଏହାର ଚିତ୍ର ସ୍ପଷ୍ଟ ହେବ ।

୨. Hanuman Chalisa Controversy: ରାଣା ଦମ୍ପତିଙ୍କୁ ସର୍ତ୍ତମୂଳକ ଜାମିନ

ରାଣା ଦମ୍ପତିଙ୍କୁ ଆଶ୍ବସ୍ତି । ହନୁମାନ ଚାଳିଶା ପାଠ ବିବାଦରେ ସାଂସଦ ନବନୀତ ରାଣା ଓ ସ୍ବାମୀ ରବି ରାଣାଙ୍କୁ ଜାମିନ ମିିଳିଛି । ଜାମିନ ପ୍ରଦାନ କରିଛନ୍ତି ମୁମ୍ବାଇ ସେସନ କୋର୍ଟ ।

୩. ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ଚିନ୍ତା, କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ଘନୀଭୂତ ହେବାର ଲାଗିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ଲୋକଙ୍କୁ ସଚେତନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

୪. ସିମ୍ କାର୍ଡ ଜାଲିଆତି ମାମଲା, ରିମାଣ୍ଡରେ ଆସିଲେ ୩ ଅଭିଯୁକ୍ତ

ସିମ୍ କାର୍ଡ ଜାଲିଆତି ମାମଲା । ୫ ଦିନିଆ ରିମାଣ୍ଡରେ ଆସିଲେ ୩ ଅଭିଯୁକ୍ତ ।

୫. ଗ୍ୟାସ ଲିକ୍ ଯୋଗୁଁ ଜଳିଲା ଘର, ଗୋଟିଏ ପରିବାରର ୫ ଆହତ

ଗ୍ୟାସ ଲିକ୍‌ ଯୋଗୁଁ ଘରେ ଲାଗିଲା ନିଆଁ । ଗୋଟିଏ ପରିବାରର ୫ ଜଣ ଆହତ ।

୬. ପୋଲିସଠୁ ହତ୍ୟା ଅଭିଯୁକ୍ତର ପ୍ରମାଣ ବ୍ୟାଗ ଛଡାଇ ନେଲା ମାଙ୍କଡ

ପୋଲିସ ହାତରୁ ହତ୍ୟା ଅଭିଯୁକ୍ତ ବିରୋଧରେ ଥିବା ସମସ୍ତ ତଥ୍ୟ ପ୍ରମାଣ ନେଇଗଲା ଏକ ମାଙ୍କଡ଼ । କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ ।

୭. ଆସାମରୁ ଫେରି ଜିଗ୍ନେଶଙ୍କ ଶକ୍ତି ପ୍ରଦର୍ଶନ, ଗୁଜୁରାଟ ସରକାରଙ୍କୁ ଘେରିଲେ

ଜାମିନ ପାଇ ଗୁଜୁରାଟକୁ ଫେରିବା ପରେ ରାଜ୍ୟ ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ବିଧାୟକ ଜିଗ୍ନେଶ ମେୱାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ବିଟ୍‌ କରି ଗିରଫ ହୋଇଥିଲେ ଗୁଜୁରାଟର ସ୍ବାଧୀନ ବିଧାୟକ ଜିଗ୍ନେଶ ମେଓ୍ବାନୀ ।

୮. ନକ୍ସଲଙ୍କ ବର୍ବର କାଣ୍ଡ: ଗ୍ରାମବାସୀଙ୍କୁ ଅପହରଣ ପରେ କଲେ ହତ୍ୟା

ବିଜାପୁରରେ ନକ୍ସଲଙ୍କ ବର୍ବର କାଣ୍ତ । ଗ୍ରାମବାସୀଙ୍କୁ ଅପହରଣ ପରେ ହତ୍ୟା (Naxalites killed villager in Bijapur) । ପୋଲିସର ତଦନ୍ତ ଜାରି ।

୯. Shocking: କୂଅକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲା ୪ ଜୀବନ

ଇଦ୍ ପାଳିବାକୁ ଯାଉଥିବା ବେଳେ ବାଟରେ ଘଟିଲା ଅଘଟଣ । ଭାରାସାମ୍ୟ ହରାଇ ରାସ୍ତାକଡରେ ଥିବା କୂଅକୁ ଖସିଲା କାର୍‌ ।

୧୦. ଖାନଙ୍କ ଘର ବାହାରେ ପ୍ରବଳ ଭିଡ, ଫଟୋ ଦେଖିଲେ ହୋଇଯିବେ ତାଜୁବ

ପ୍ରତିବର୍ଷ ଇଦ୍ ଦିନ ଶାହାରୁଖ ଏବଂ ସଲମାନ ଖାନଙ୍କ ଘର ବାହାରେ ଏମିତି ବିରାଟ ଜନସମାଗମ ହୋଇଥାଏ। ବର୍ତ୍ତମାନ ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.