ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 9, 2022, 7:13 PM IST

Updated : Jun 9, 2022, 7:25 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. President Election: ଦେଶକୁ ମିଳିବେ ନୂଆ ରାଷ୍ଟ୍ରମୁଖ୍ୟ, ଏମିତି ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । 18 ତାରିଖରେ ମତଦାନ, 21 ରେ ଗଣତି । 25 ତାରିଖରେ ଶପଥ ନେବେ ବିଶ୍ବର ସର୍ବବୃହତ ଗଣତନ୍ତ୍ରର ନୂଆ ରାଷ୍ଟ୍ରମୁଖ୍ୟ । କିପରି ହୁଏ ନିର୍ବାଚନ । କିପରି ହୁଏ ଭୋଟିଂ ପ୍ରକ୍ରିୟା । ଜନପ୍ରତିନିଧିଙ୍କ ଭୋଟର ମୂଲ୍ୟ କିପରି ହୁଏ ନିର୍ଦ୍ଧାରଣ । ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା..

2. President Election: ଜୁଲାଇ 18ରେ ମତଦାନ, 21ରେ ଗଣତି

24 ଜୁଲାଇରେ ସରିବ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । 25 ରେ ଶପଥ ନେବେ ନୂଆ ରାଷ୍ଟ୍ରପତି । 18 ତାରିଖରେ ମତଦାନ ଓ 21 ତାରିଖରେ ଗଣତି । ନିର୍ବାଚନ ନେଇ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର । ଅଧିକ ପଢନ୍ତୁ

3. ସପ୍ତମ ବେତନରେ ଦରମା ଦେବେ କହି ଠକିଦେଲେ ସରକାର, ରାଜରାସ୍ତାରେ ଶିକ୍ଷକ ସଂଘ

ସପ୍ତମ ବେତନ ଲାଗୁ ପ୍ରତିଶୃତି ଦେଇ ଭିନ୍ନ ଢଙ୍ଗରେ ଶିକ୍ଷକ ଓ କର୍ମଚାରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଏ ନେଇ ଶିକ୍ଷକ ସଂଘ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନ କରି ବିଧାନସଭା ଘେରାଉ କରିବା ପାଇଁ ପ୍ରୟାସ କରିଛନ୍ତି ।

4. ବାଲେଶ୍ବରରେ ବଢ଼ୁଛି ଅପରାଧ, ଶାସକ ଦଳ ନେତାଙ୍କୁ ଦାୟୀ କଲା BJP

ବାଲେଶ୍ଵରରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଶାସକ ବିଜୁ ଜନତା ଦଳ(BJD) ଦଳର ନେତାଙ୍କୁ ଦାୟୀ କରିଛି ବାଲେଶ୍ବର ବିଜେପି ।

5. MSP ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ, ହେଲେ ଉତ୍ସାହଜନକ ନୁହେଁ: କୃଷିମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ହେଲେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିକୋଣରୁ ଏହା ଉତ୍ସାହଜନକ ନୁହେଁ ବୋଲି ସେ କହିଛନ୍ତି ।

6. ଭଦୋଦରା ଆତ୍ମ ବିବାହକୁ ଝାରସୁଗୁଡା ଓକିଲ ସଙ୍ଘର ବିରୋଧ, କାର୍ଯ୍ୟାନୁଷ୍ଠାନ ଦାବି

ଗୁଜରାଟର ଭଦୋଦରାରେ କ୍ଷମା ବିନ୍ଦୁ ନାମକ ନାମକ ଜଣେ ୨୪ ବର୍ଷିୟା ଯୁବତୀ ଆତ୍ମବିବାହ(Sologamy) କରିଛନ୍ତି । ଏହାକୁ ବିରୋଧ କରିଛନ୍ତି ଝାରସୁଗୁଡା ଓକିଲ ସଂଘ ।

7. ରଥଖଳା ହାଲଚାଲ: ଦଣ୍ଡାରେ ଚାଲିଛି କଣ୍ଟା ବାଡ଼ିଆ କାର୍ଯ୍ୟ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ।

8. IND VS SA: ଘରୋଇ ଗ୍ରାଉଣ୍ଡରେ ପନ୍ତଙ୍କ ଅନ୍ତର୍ଜାତୀୟ ଅଧିନାୟକ ପଦାର୍ପଣ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ । ନିଜ ଘରୋଇ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ କ୍ୟାପ୍ଟେନ୍ସି ଡେବ୍ୟୁ (International Captaincy Debut) କରିବାକୁ ଯାଉଛନ୍ତି ୱିକେଟ କିପର ବ୍ୟାଟ୍‌ର ଋଷଭ ପନ୍ତ ।

9. Wedding Pic: ବର କନିଆ ବେଶରେ ନୟନତାରା ଓ ବିଘ୍ନେଶ, ଦେଖନ୍ତୁ ଆଖି ଝଲସା ଫଟୋ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାମିଲ୍‌ ଅଭିନେତ୍ରୀ ନୟନତାରା ଏବଂ ନିର୍ଦ୍ଦେଶକ ବିଘ୍ନେଶ ଶିବାନ ।

10. ବ୍ରେଷ୍ଟ କ୍ୟାନସରରେ ପୀଡିତ ମହିମା ଚୌଧୁରୀ, ବଖାଣିଲେ ସଂଘର୍ଷର କାହାଣୀ

ଅଭିନେତ୍ରୀ ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସର ସହିତ ସଂଘର୍ଷ କରୁଛନ୍ତି । ଏକ ଭିଡିଓ ସେୟାର କରି ବଲିଉଡ ଅଭିନେତା ଅନୁପମ ଖେର ଏହାର ଖୁଲାସା କରିଛନ୍ତି ।

Last Updated : Jun 9, 2022, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.