ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 26, 2022, 1:01 PM IST

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS 1PM
ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ହିମାଚଳ ପ୍ରଦେଶରେ ଭୂସ୍ଖଳନ: ଗୋଟିଏ ପରିବାରର ୪ ଶିଶୁଙ୍କ ସମେତ ୫ ମୃତ

ହିମାଚଳ ପ୍ରଦେଶ ସିରମୌର ଜିଲ୍ଲାରେ ଭୂସ୍ଖଳନରେ ଗୋଟିଏ ପରିବାର ୫ ଜଣଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ରହିଛନ୍ତି ୪ ଶିଶୁ । ଜଣେ ଗୁରୁତର ହସ୍ପିଟାଲରେ ଭର୍ତ୍ତି ।

2.UNGA Session: ଭାରତର ପ୍ରଶଂସାରେ ସତମୁଖ ବିଭିନ୍ନ ରାଷ୍ଟ୍ର

ଜାତିସଂଘ ସାଧାରଣ ସଭା ଅଧିବେଶନରେ ଭାରତକୁ ପ୍ରଶଂସାରେ ପୋତି ପକାଇଲେ ବିଭିନ୍ନ ରାଷ୍ଟ୍ର ।

3.WB coal scam case: ଦକ୍ଷିଣ କୋଲକାତା DCPଙ୍କୁ ED ସମନ

ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଇଡି ତଦନ୍ତ ପରିସରରେ ଦକ୍ଷିଣ କୋଲକାତା DCP ।

4.Bank Holidays: ସାରି ଦିଅନ୍ତୁ ବ୍ୟାଙ୍କ କାମ, ଅକ୍ଟୋବରରେ 21ଦିନ ରହିବ ବନ୍ଦ

ଅକ୍ଟୋବର ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ(Bank holiday in october 2022) । ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଜାଣିରଖନ୍ତୁ ଏହି ଛୁଟି ଦିନ ।

5.World Contraception Day: ପ୍ରତିଟି ଗର୍ଭଧାରଣ ହେଉ ଇଚ୍ଛାକୃତ

ଅବାଞ୍ଛିତ ଗର୍ଭଧାରଣ ରୋକିବା ଏବଂ ଜନ୍ମ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ ସେପ୍ଟେମ୍ବର 26କୁ ବିଶ୍ବ ଗର୍ଭନିରୋଧକ ଦିବସ ରୂପେ ପାଳନ କରାଯାଉଛି ।

6.ଝାଡଖଣ୍ଡରେ ଲଜ୍ଜା, ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ଶାଶୁ ସହ ଝଗଡା କରି ବାପ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । ୨ଜଣ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ ।

7.World Environmental Health Day: ପରିବେଶ ସୁସ୍ଥ ରହିଲେ ହସିବ ବିଶ୍ବ

ଆଜି ବିଶ୍ବ ପରିବେଶ ସ୍ବାସ୍ଥ୍ୟ ଦିବସ । ଜାଣନ୍ତୁ ଏହି ଦିବସର କାରଣ, ଆବଶ୍ୟକତା ଓ ଚଳିତ ବର୍ଷର ଥିମ୍ ବାବଦରେ ।

8.200 Crore Extortion Case: ସିଂହଳ ସୁନ୍ଦରୀଙ୍କୁ ଆଶ୍ବସ୍ତି, ମିଳିଲା ଅନ୍ତରୀଣ ଜାମିନ

ଅଭିନେତ୍ରୀ ଜ୍ୟାକଲିନଙ୍କୁ ମିଳିଲା ବଡ ଆଶ୍ବସ୍ତି । ୨୦୦ କୋଟି ମନି ଲଣ୍ଡରିଙ୍ଗ୍‌ ମାମଲାରେ ସମ୍ପୃକ୍ତ ଥିବା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ ।

9ଆଜିଠୁ ବାଟବାଟୀରେ ଲିଜେଣ୍ଡ୍ସ ଲିଗ କ୍ରିକେଟ, ମୁହାଁମୁହିଁ ହେବେ ହରଭଜନ-ଇରଫାନ

ଆଜିଠୁ ବାରବାଟୀରେ ଖେଳାଯିବ ଲିଜେଣ୍ଡ୍ସ ଲିଗ କ୍ରିକେଟ ମ୍ୟାଚ୍‌ । ଏନେଇ ବାରବାଟୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

10.Khatron Ke Khiladi 12: ଟାଇଟଲ ହାତେଇଲେ ତୁଷାର

ରିଆଲିଟି ଶୋ' ଖତରୋଁ କେ ଖିଲାଡି ସିଜିନ 12ର (Khatron Ke Khiladi 12) ବିଜେତା ହୋଇଛନ୍ତି ଡ୍ୟାନ୍ସ କୋରିଓଗ୍ରାଫର ତୁଷାର କାଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.