ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 5, 2022, 1:04 PM IST

1. ମା' ମାଣିକେଶ୍ୱରୀଙ୍କ ଠାରେ ଲାଗିହେଲା ନବାନ୍ନ, ନାଚଗୀତରେ ମସଗୁଲ ଗଡ଼ଜାତବାସୀ

ମା' ମାଣିକେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ମନ୍ଦିରରୁ ଭୋଗ ନେଇ ଘରେ ଘରେ ପରିବାର ଗହଣରେ ନୂଆଁଖାଇ ପାଳୁଛନ୍ତି ସମଗ୍ର ଗଡ଼ଜାତ ଅଞ୍ଚଳବାସୀ ।

2. Teachers Day 2022: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପବିତ୍ର ଗୁରୁ ଦିବସରେ ଦେଶର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3. ଆଜି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଆଜି (ସୋମବାର) ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷକ ପୁରସ୍କାର 2022 ପାଇଥିବା ସମସ୍ତ ଶିକ୍ଷକଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପକ୍ଷରୁ ଏହି ସୂଚନା ମିିଳିଛି ।

4. Teachers Day 2022: ଗୁର-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

ଆଜି ପବିତ୍ର ଗୁରୁ ଦିବସ । ଇଶ୍ବରଙ୍କ ଅନ୍ୟ ରୂପ ଗୁରୁ । ଅଜ୍ଞାନ ଅନ୍ଧାରରୁ ଆଲୋକ ଦେଖାଉଥିବା ବ୍ୟକ୍ତିତ୍ବ ହେଲେ ଗୁରୁ । ଗୁରୁ ହିଁ ସାଜନ୍ତି ଆଲୋକବର୍ତ୍ତିକା । ଶାସନ ଅନୁଶାସନ ଭିତରେ ଯିଏ ସ୍ନେହ ଭଲ ପାଇବା ଦିଅନ୍ତି ସେ ହେଲେ ଗୁରୁ ।

5. ଲକ୍ଷ୍ନୌର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ: ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ ହଜରତଗଞ୍ଜ(Hazratganj )ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ତ । ଏ ଅଗ୍ନିକାଣ୍ତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଏକାଧିକ ଲୋକ ହୋଟେଲ ରୁମରେ ଫସି ରହିଥିବା ଆଶଙ୍କା କରାଯାଉଛି । ସେପଟେ, ସର୍ଟ ସର୍କଟିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

6. ନଦୀଜଳରେ ମାଆ ହାତରୁ ଖସିପଡିଲେ ୨ ବର୍ଷର ଶିଶୁକନ୍ୟା, ମୃତଦେହ ଉଦ୍ଧାର

ନୟାଗଡରେ ଦୁଃଖଦ ଘଟଣା । ଅସାବଧାନତା କାରଣରୁ ମାଆ ହାତରୁ ଖସିପଡିଲେ ଶିଶୁକନ୍ୟା । ଦୁଆଣ୍ଟ ନଦୀରେ ଭାସିଯାଇ ୨ ବର୍ଷର ଶିଶୁକନ୍ୟା ମୃତ ।

7. ଗଙ୍ଗାରେ ଡଙ୍ଗା ବୁଡି, 10 ନିଖୋଜ

ବିହାର ଗଙ୍ଗା ନଦୀରେ ଅଘଟଣ ହୋଇଛି । ଡଙ୍ଗା ବୁଡି 10 ଜଣ ନିଖୋଜ ଅଛନ୍ତି । ଏନଡିଆରଏଫର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

8. ପିତାମାତାଙ୍କ ଧୂମପାନ ଅଭ୍ୟାସ ପିଲାଙ୍କୁ କରିପାରେ ପ୍ରଭାବିତ

ପିତାମାତାଙ୍କ ଧୂମପାନ ଅଭ୍ୟାସ(Parental smoking habit) ପିଲାମାନଙ୍କୁ କରିପାରେ ପ୍ରଭାବିତ । ଅଧ୍ୟୟନ ଅନୁସାରେ ଯେଉଁ ପିଲାମାନଙ୍କ ପିତାମାତା ଧୂମପାନ କରୁଛନ୍ତି, ସେମାନଙ୍କ ପିଲା ଇ-ସିଗାରେଟ(e-cigarettes) ଏବଂ ସିଗାରେଟ(cigarettes) ସେବନ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି !

9. ଖୁବ ଶୀଘ୍ର ବଜାରକୁ ଆସୁଛି Apple 2nd Gen AirPods Pro

ଏହି ସପ୍ତାହରେ ବଜାରକୁ ଆସିପାରେ ଆପଲ୍ ଦ୍ୱିତୀୟ ଜେନେରେସନ ଏୟାରପୋଡ୍ ପ୍ରୋ(AirPods Pro) ।

10. ବକ୍ସଅଫିସ୍‌ରେ ଚାଲିଲାନି ଲାଇଗର ଯାଦୁ, ମେକର୍ସଙ୍କୁ ଟଙ୍କା ଫେରାଇବେ ବିଜୟ ଦେବରକୋଣ୍ଡା

ଫିଲ୍ମ ଲାଇଗର ଫ୍ଲପ୍ ପାଇଁ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କର ସମ୍ପୂର୍ଣ୍ଣ ଫି ଫେରସ୍ତ କରିଛନ୍ତି । ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଫି ନେବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.