ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 4, 2022, 1:01 PM IST

1-ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ଘଟଣା, ପୁଅ ଝିଅ ପରେ ଆଖି ବୁଜିଲେ ମାଆ

ବିଷାକ୍ତ ଖାଦ୍ୟ ଖାଇ ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଆଖି ବୁଜିଲେ ମାଆ । ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ବାପା ।

2-କମିବ ଗୁଳୁଗୁଳି, ରାଜ୍ୟରେ ୫ରୁ ବଢିବ ବର୍ଷା

ରାଜ୍ୟରେ ଆସନ୍ତା ୫ରୁ ବଢିବ ବର୍ଷା । ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

3-ଜାତିଆଣ ମନ୍ତବ୍ୟକୁ ନେଇ ବିବାଦ, ସରପଞ୍ଚଙ୍କ ନାଁରେ ଏତଲା

ନବରଙ୍ଗପୁରରେ ଜାତିଆଣ ମନ୍ତବ୍ୟକୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ । ଆକ୍ରମଣ ଅଭିଯୋଗରେ ଗାଁ ସରପଞ୍ଚଙ୍କ ନାଁରେ ଥାନାରେ ଏତଲା ।

4-ନୟାନ୍ତ କଲେଣି ନାଲି ପିମ୍ପୁଡି, ଭୟରେ ଗାଁ ଛାଡିବେ ଲୋକେ

ପିପିଲି ଚନ୍ଦ୍ରଦେଇପୁର ବ୍ରାହ୍ମଣସାହିରେ ଆତଙ୍କ ଖେଳାଇଛନ୍ତି ନାଲି ପିମ୍ପୁଡି । ପିମ୍ପୁଡି ଭୟରେ ଗାଁ ଛାଡିବାକୁ ବସିଲେଣି ଲୋକେ ।

5-CCTVରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଦେଖନ୍ତୁ ଭିଡିଓ

ଖୋର୍ଦ୍ଧା ମେଡିକାଲ ପରିସରରେ ମାତିଛନ୍ତି ବାଇକ ଲୁଟେରା । ସୁଯୋଗ ଦେଖିବା କ୍ଷଣି ବାଇକ ଧରି ଚମ୍ପଟ ମାରୁଛନ୍ତି । ବାଇକ ଲୁଟେରାର କଳାକାରନାମା (CCTV) ସିସିଟିଭି ଫୁଟେଜରେ କଏଦ ହୋଇଛି । ଲୁଟେରା ବେଶ ଚତୁରତାର ସହ ଆଖି ପିଛୁଳାକେ କେମିତି ବାଇକ୍ ଲୁଟୁଛି ।

6-ତ୍ୱରିତ ଜମି ଅଧିଗ୍ରହଣ ଉପରେ ACSଙ୍କ ଗୁରୁତ୍ୱ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

7-ଜେଲରେ ଜିତେନ୍ଦ୍ର ନାରାୟଣ ସିଂଙ୍କ ପ୍ରତି ବିପଦ, ସୁରକ୍ଷା ଲୋଡିରେ ସ୍ବାମୀ ଆନନ୍ଦ ସ୍ବରୂପ

କାଳି ସେନା ପ୍ରତିଷ୍ଠାତା ସ୍ବାମୀ ଆନନ୍ଦ ସ୍ବରୂପ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଜିଲ୍ଲା ପ୍ରଶାସନ ଓ ଜେଲ ପ୍ରଶାସନଙ୍କୁ ଜିତେନ୍ଦ୍ର ନାରାୟଣ ସିଂ ସୁରକ୍ଷା ଲୋଡିଛନ୍ତି । ହରିଦ୍ବାର ଜେଲରେ ୱାସିମ ରିଜଭି ଓରଫ ଜିତେନ୍ଦ୍ର ନାରାୟଣ ସିଂଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।

8-୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ହେବ ଭାରତ

୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତି ପାଲଟିବ ଭାରତ । ପଛରେ ପଡିବେ ଜର୍ମାନୀ ଓ ଜାପାନ ।

9-ପରଦାରେ ଝଲସିବ କୋରାପୁଟ ସୌନ୍ଦର୍ଯ୍ୟ, ତିଆରି ହୋଇଛି ସିନେମା

ସେପ୍ଟମ୍ବର ୧୬ରେ ରିଲିଜ ହେବ କୋରାପୁଟର ସୌନ୍ଦର୍ଯ୍ୟକୁ ନେଇ ନିର୍ମିତ ଏହି ଫିଲ୍ମ 'ଚୁମୁକି ସେ ତ ପାଣିରେ ବୁଡିବ ନାହିଁ କି'।

10-Asia Cup, ଆଫଗାନିସ୍ତାନଠୁ 4 ୱିକେଟରେ ଜିତିଲା ଶ୍ରୀଲଙ୍କା

ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ସୁପର-4 ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା । ଆଫଗାନିସ୍ତାନଠୁ 6 ୱିକେଟ ହରାଇ ବିଜୟ ହାସଲ କରି ନେଇଛି ଶ୍ରୀଲଙ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.