1.କଟକରେ ତାଲିବାନୀ ଶାସନ ! ଟଙ୍କା ନ ଫେରାଇବାରୁ ଯୁବକଙ୍କୁ 6 କିମି ଦୌଡାଇଲେ
କଟକରେ ଚାଞ୍ଚଲ୍ୟ । ଯୁବକଙ୍କୁ ଦୌଡ଼ିରେ ବାନ୍ଧି ୬ କେଲୋମିଟର ଦୌଡାଇଲେ ଦୁର୍ବୃତ୍ତ
2.ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
3.Odisha Investors Meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ
4. Congress President Poll: ଆଜି ଭୋଟିଂ, 24 ବର୍ଷ ପରେ ଦଳକୁ ମିଳିବ ଅଣଗାନ୍ଧୀ ନେତୃତ୍ବ
5.ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର
ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ସ୍ଥିତ ସେନା ହସ୍ପିଟାଲରେ ରାଷ୍ଟ୍ରପତିଙ୍କ ସଫଳ ମୋତିଆବିନ୍ଦୁ ଅସ୍ତ୍ରୋପ୍ରଚାର ହୋଇଛି ।
6.ଦେବଭୂମିରେ NEP ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
7.ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନକୁ ଗୁଳି କରି ଖସାଇଲା ସୁରକ୍ଷାବଳ
8.ଶ୍ରେଣୀଗୃହରେ ପାଠ ପଢ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
9.T20 World Cup: UAEକୁ ୩ ୱିକେଟରେ ହରାଇଲା ନେଦରଲାଣ୍ଡସ
10.B'day Spl: କମ୍ ବୟସରେ ଦମଦାର ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କିର୍ତ୍ତୀ