ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 9, 2022, 11:00 AM IST

1.ଆଜି ଗଜଲକ୍ଷ୍ମୀ ପୂଜା, ପଦ୍ମାଳୟାଙ୍କ ଆଗମନ ପାଇଁ ଜୋରଦାର ପ୍ରସ୍ତୁତି

ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଗଜଲକ୍ଷ୍ମୀ ପୂଜା ନେଇ ଚଳଚଞ୍ଚଳ ଗାଁଠୁ ସହର ।

2.ଦେଶର ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିବେ ପ୍ରଧାନମନ୍ତ୍ରୀ

ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଘୋଷଣା କରିବେ ଦେଶରେ ପ୍ରଥମ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମ (PM to declare first solar powered village in India )।

3.ଗୁଜୁରାଟରେ ଆଦିବାସୀ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ, ବିଜେପିକୁ ଦାୟୀ କଲା ଦଳ

ଗୁଜୁରାଟରେ ଆକ୍ରମଣର ଶିକାର ହେଲେ ଆଦିବାସୀ କଂଗ୍ରେସ ବିଧାୟକ ଅନନ୍ତ ପଟେଲ । ଏକ ସଭାକାର୍ଯ୍ୟରେ ଯାଇଥିବା ବେଳେ ଆଦିବାସୀ ହୋଇଥିବା କାରଣରୁ ତାଙ୍କୁ ମାଡ ମାରି ଘଉଡାଇ ଦିଆଯାଇଥିବା ଅଭିଯୋଗ

3.World Mental Health Day: ମନ ସୁସ୍ଥ ରହିଲେ ଶରୀର ନିରୋଗ ରହିବ

ପ୍ରତିବର୍ଷ 10 ଅକ୍ଟୋବରକୁ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ(World Mental Health Day) ରୂପେ ପାଳନ କରାଯାଉଛି । ଜାଣନ୍ତୁ ଚଳିତ ବର୍ଷ ଏହି ଦିବସ ପାଳନର ଥିମ୍ ଓ ଉଦ୍ଦେଶ୍ୟ ବାବଦରେ

4.ଧରାଧାମକୁ ଓହ୍ଲାଇବେ ମା’ ଧନଦାତ୍ରୀ, ଚଳଚଞ୍ଚଳ ଢେଙ୍କାନାଳ

ଜଗତଜନନୀ ମାଆ ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ ।

5.IAFରେ ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀର ହେବେ ସାମିଲ

ଭାରତୀୟ ବାୟୁସେନା ତାର ୯୦ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏକ ବଡ଼ ନିଷ୍ପତ୍ତି ନେଇଛି ଆଇଏଏଫ । ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀରଙ୍କୁ ଭାରତୀୟ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି

6.PM Visit Gujurat: ଆଜିଠୁ ଗୁଜୁରାଟ-ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆଜି ଗୁଜୁରାଟ ମେହସାନାର ମୋଧେରାରେ ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚଟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ 6.45 ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ପୂଜା କରିବେ

7.ଶିବସେନାର ଦଳୀୟ ଚିହ୍ନ ଧନୁତୀର ଫ୍ରିଜ, ଶିବସେନା ଉପରେ ବି ଲାଗିଲା ରୋକ

ଭାରତୀୟ ନିର୍ବାଚନ ଆୟୋଗ (Election Commissions) ଶିବସେନାର ଦଳୀୟ ଚିହ୍ନ ‘ଧନୁତୀର’କୁ(freeze Shiv Sena symbol) ଜବତ କରିଦେଇଛନ୍ତି ।

8.Dhamnagar by Election: ଚାପରେ ବିଜେଡି ! ପ୍ରାର୍ଥୀ ଘୋଷଣାକୁ ନେଇ ଛିଣ୍ଡୁ ନାହିଁ ଅଙ୍କ

ଧାମନଗର ପାଇଁ ଉପ ନିର୍ବାଚନ ଘୋଷଣା ପରେ ପରେ ଧାମନଗର ରାଜନୀତି ଚଳଚଞ୍ଚଳ ହୋଇପଡିଛି । ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ 14 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିବ ।

9.FIFA World Rankings: ଦୁଇଟି ସ୍ଥାନ ତଳକୁ ଖସି ୧୦୬ ସ୍ଥାନରେ ଭାରତ

ଜାରି ହୋଇଥିବା ଫିଫା ବିଶ୍ବ ଫୁଟବଲ ନୂତନ ମାନ୍ୟତା ଭାରତ ଦୁଇଟି ସ୍ଥାନ ତଳକୁ ଖସି ଫିଫା ବିଶ୍ବ ମାନ୍ୟତାର ୧୦୬ ସ୍ଥାନରେ ରହିଛି ।

10.ଆଲିଆଙ୍କ ପାଇଁ ସୁନ୍ଦର ଉପହାର ପଠାଇଲେ ମାଧୁରୀ, ଭାବୁକ ହେଲେ ନୀତୁ କପୁର

ମାଧୁରୀ ଦୀକ୍ଷିତ ଆଲିଆଙ୍କ ପାଇଁ ନୀତୁ କପୁରଙ୍କ ହାତରେ ଏକ ବିଶେଷ ଉପହାର ପଠାଇଛନ୍ତି । ଆଲିଆ ଭଟ୍ଟ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.