ETV Bharat / bharat

କୋରୋନା ରୋଗୀଙ୍କ ପାଇଁ ମୁଭେବଲ ଟଏଲଟ

author img

By

Published : May 31, 2021, 8:58 PM IST

NIFT ଛାତ୍ରୀ ପ୍ରତ୍ୟକ୍ଷା ମାଝୋ ହ୍ବିଲ ଚେୟାର ଆକାରର ଏଭଳି ଟଏଲେଟ ଏଭଳି ଡିଜାଇନ କରିଛନ୍ତି ଯେ ଅକ୍ସିଜେନ ସପୋର୍ଟରେ ଥିବା ରୋଗୀ ମଧ୍ୟ ଏହାର ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ...

କୋରୋନା ରୋଗୀଙ୍କ ପାଇଁ ମୁଭେବଲ ଟଏଲଟ
କୋରୋନା ରୋଗୀଙ୍କ ପାଇଁ ମୁଭେବଲ ଟଏଲଟ

ଭୋପାଳ: କୋରୋନା ରୋଗୀଙ୍କ ପାଇଁ ଏକ ଖାସ ଟଏଲେଟର ଡିଜାଇନ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜିର ଜଣେ ଛାତ୍ରୀ । NIFT ଛାତ୍ରୀ ପ୍ରତ୍ୟକ୍ଷା ମାଝୋ ହ୍ବିଲ ଚେୟାର ଆକାରର ଏହି ଟଏଲେଟ ଏଭଳି ଡିଜାଇନ କରିଛନ୍ତି ଯେ ଅକ୍ସିଜେନ ସପୋର୍ଟରେ ଥିବା ରୋଗୀ ମଧ୍ୟ ଏହାର ବ୍ୟବହାର କରିପାରିବେ ।

କୋରୋନା ରୋଗୀଙ୍କ ପାଇଁ ଟଏଲେଟ ବ୍ୟବହାର ବଡ କଠିନ ହେଉଛି । କାରଣ ଅଧିକାଂଶ ରୋଗୀ କ୍ରମାଗତ ଅକ୍ସିଜେନ ସପୋର୍ଟରେ ରହୁଛନ୍ତି । ସାମାନ୍ୟ ଟଏଲେଟ ଭିତରେ ଅକ୍ସିଜେନ ସିଲିଣ୍ଡର ରଖିବାର ବ୍ୟବସ୍ଥା ନାହିଁ । ରୋଗୀଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏଭଳି ଟଏଲେଟ ଡିଜାଇନ କରିଛନ୍ତି ପ୍ରତ୍ୟକ୍ଷା ।

ପ୍ରତ୍ୟକ୍ଷା ଡିଜାଇନ କରିଥିବା ଟଏଲେଟର ବ୍ୟବହାର ଅତ୍ୟନ୍ତ ସହଜ । ଛୋଟ ଆକାରର ହୋଇଥିବା କାରଣରୁ ଏହି ଟଏଲେଟକୁ ୱାର୍ଡ ଭିତରେ ରଖାଯାଇପାରିବ । ଏଥିପାଇଁ ହ୍ବିଲଚେୟାର ଯେତିକି ସ୍ଥାନର ଆବଶ୍ୟକ ପଡିବ । ଏହାକୁ ଅତି ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେବା ଆଣିବା ମଧ୍ୟ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.