ETV Bharat / bharat

ଦେଶରେ 2କୋଟି ଟପିଲା ସଂକ୍ରମଣ; ଦିନକରେ 3,57,229 ପଜିଟିଭ ଚିହ୍ନଟ

author img

By

Published : May 4, 2021, 10:26 AM IST

ଦେଶରେ କୋରୋନାର ବିସ୍ଫାରକ ରୂପ । 24 ଘଣ୍ଟାରେ 3ଲକ୍ଷ 57 ହଜାର 229 କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

ଭୟଙ୍କର ହେଉଛି କୋରୋନା: 24 ଘଣ୍ଟାରେ 3ଲକ୍ଷ 57 ହଜାର 229 ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମହାମାରୀ ନେଲାଣି ବିସ୍ଫାରକ ରୂପ । ଦୈନିକ ସଂକ୍ରମଣ ଏବେ ପ୍ରତିଦିନ ରେକର୍ଡ ଭାଙ୍ଘୁଛି । ଗତକାଲି 3ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 24 ଘଣ୍ଟା ମଧ୍ୟରେ ଦେଶରେ 3ଲକ୍ଷ 57 ହଜାର 229 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ବେଶ କିଛି ଦିନ ହେବ ଟ୍ରେଣ୍ଡରେ ରହିଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2କୋଟି 2ଲକ୍ଷ 82 ହଜାର 833କୁ ବୃଦ୍ଧି ପାଇଛି ।

  • " class="align-text-top noRightClick twitterSection" data="">

ସେହିପରି ଆଜି 3ହଜାର 449ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2ଲକ୍ଷ 22 ହଜାର 408ରେ ପହଞ୍ଚିଛି । 3ଲକ୍ଷ 20 ହଜାର 289 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.