ETV Bharat / bharat

ଟିଏମସି ନେତା ବୁଥ ରିଗିଂ, ଶୁଭେନ୍ଦୁ ଅଧିକାରୀଙ୍କ ଭାଇଙ୍କ କାର ଉପରେ ଆକ୍ରମଣ

author img

By

Published : Mar 27, 2021, 1:19 PM IST

ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟଦାନ ପ୍ରକ୍ରିୟା ଚାଲିଥିବାବେଳେ ଟିଏମସି ନେତାମାନେ ବୁଥ ରିଗିଂର ମାମଲା ସାମନାକୁ ଆସିଛି । ବିଜେପି ନେତା ସୌମେନ୍ଦୁ ଅଧିକାରୀଙ୍କ କାର ଓ ଡ୍ରାଇଭର ଉପରେ ଆକ୍ରମଣ ଅଭିଯୋଗ । ଅଧିକ ପଢନ୍ତୁ...

TMC block president  poll rigging was underway at three polling booths in westbengal
ଟିଏମସି ନେତା ବୁଥ ରିଗିଂ, ଶୁଭେନ୍ଦୁ ଅଧିକାରୀଙ୍କ ଭାଇଙ୍କ କାର ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଭୋଟଦାନ ପ୍ରକ୍ରିୟା ଚାଲିଥିବାବେଳେ ଟିଏମସି ନେତାମାନେ ବୁଥ ରିଗିଂର ମାମଲା ସାମନାକୁ ଆସିଛି । ବିଜେପି ନେତା ସୌମେନ୍ଦୁ ଅଧିକାରୀଙ୍କ କାର ଓ ଡ୍ରାଇଭର ଉପରେ ଆକ୍ରମଣ କରିଛନ୍ତି ।

ପଶ୍ଚିମବଙ୍ଗରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । 30 ବିଧାନସଭା ଆସନରେ ଚାଲିଛି ନିର୍ବାଚନ । ଭୋଟିଂ ଚାଲିଥିବାବେଳେ ଟିଏମସି ବ୍ଲକ ସଭାପତି ବୁଥ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ବିଜେପି ନେତା ସୌମେନ୍ଦୁ ଅଧିକାରୀ । ଏକ ପୋଲିଂ ଷ୍ଟେସନରେ ଭୋଟଦାନ ଚାଲିଥିବା ବେଳେ ଟିଏମସି ନେତା ମାନେ ବୁଥ ରିଗିଂ କରୁଛନ୍ତି । ଠିକ ଏହି ସମୟରେ ସୌମେନ୍ଦୁ ଅଧିକାରୀ ପୋଲି ଷ୍ଟେସନ ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଟିଏମସି କର୍ମୀ ଓ ନେତାମାନେ ସୌମେନ୍ଦୁ ଅଧିକାରୀଙ୍କ କାର ଓ ଡ୍ରାଇଭର ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଡ୍ରାଇଭର ଲହୁଲୁହାଣ ହୋଇଥିବାବେଳେ କାରକୁ ଭାଙ୍ଗି ଦେଇଛନ୍ତି ।

ସୂଚନାଥାଉକି ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟରେ 77 ଆସନରେ ମତଦାନ ଚାଲିଛି । କଡାକଡି ସୁରକ୍ଷା ସହିତ କୋରୋନା ଗାଇଡଲାଇନ ମଧ୍ୟରେ ଭୋଟ ଦେଉଛନ୍ତି ଭୋଟର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.