ETV Bharat / bharat

ସେଲଫି ନେବାକୁ ଯାଇ ପାଣିରେ ବୁଡି 3 ନାବାଳିକା ମୃତ

author img

By

Published : Jul 5, 2021, 7:12 PM IST

ସେଲଫି ନେବାକୁ ଚେଷ୍ଟା କରୁଥିବାବେଳେ ଦୁଇ ଭଉଣୀଙ୍କ ସମେତ ଜଣେ ନାବାଳିକା ପାଣିରେ ବୁଡି ମୃତ । ଘଟଣାସ୍ଥଳରୁ ତିନି ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ସେଲଫି ନେବାକୁ ଯାଇ ପାଣିରେ ବୁଡି 3 ନାବାଳିକା ମୃତ
ସେଲଫି ନେବାକୁ ଯାଇ ପାଣିରେ ବୁଡି 3 ନାବାଳିକା ମୃତ

ହାଇଦ୍ରାବାଦ: ସେଲଫି ନିଶା କାଳ ହେଲା । ଦୁଇ ଭଉଣୀଙ୍କ ସମେତ ଜଣେ ନାବାଳିକା ତେଲେଙ୍ଗାନାର ନିର୍ମଲ ଜିଲ୍ଲାର ଏକ ହ୍ରଦରେ ବୁଡ଼ିଯାଇଛନ୍ତି। ସୋମବାର ତିନିଜଣ ନାବାଳିକାଙ୍କ ମୃତଦେହ ସିଙ୍ଗାଙ୍ଗାମ ଗ୍ରାମ ନିକଟସ୍ଥ ହ୍ରଦରୁ ମିଳିଥିବା ନେଇ ପୋଲିସ ସୂଚନା ଦେଇଛି। ରବିବାର ସନ୍ଧ୍ୟା ଠାରୁ 3ଜଣ ଯାକ ନିଖୋଜ ଥିଲେ।

ସୂଚନାନୁସାରେ ପ୍ରାଥମିକ ଅନୁସନ୍ଧାନ ଏବଂ ଘଟଣାସ୍ଥଳ ଯାଞ୍ଚ ପରେ ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ 3 ନାବାଳିକା ସେଲଫି ନେବାକୁ ହ୍ରଦ ନିକଟକୁ ଯାଇଥିଲେ ।

ହଠାତ୍ ଗୋଡ ଖସି ଯିବାରୁ ହ୍ରଦରେ ପଡ଼ି ବୁଡ଼ି ଯାଇଥିଲେ । ଏନେଇ ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହାର ତଦନ୍ତ କରି ମୃତଦେହକୁ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.