ETV Bharat / bharat

ସରକାର ଶୁଣ: ରାସ୍ତାରେ ନାଳପାଣି, ଆସିପାରିବନି ବରଯାତ୍ରୀ - swere water on the road

ଫେବୃଆରୀ 16ରେ ବାହାଘର ମାତ୍ର କେମିତି ଆସିବ ବରଯାତ୍ରୀ, କେମିତି ଆସିବେ କୁଣିଆ । ରାସ୍ତାରେ ଜମା ହୋଇ ରହିଛି ନାଳ ପାଣି । ଅଧିକ ପଢନ୍ତୁ...

ରାସ୍ତାରେ ନାଳପାଣି, ଆସିପାରିବନି ବରଯାତ୍ରୀ
ରାସ୍ତାରେ ନାଳପାଣି, ଆସିପାରିବନି ବରଯାତ୍ରୀ
author img

By

Published : Feb 10, 2021, 7:20 PM IST

ହାଇଦ୍ରାବାଦ: ଫେବୃଆରୀ 16ରେ ବାହାଘର ମାତ୍ର କେମିତି ଆସିବ ବରଯାତ୍ରୀ, କେମିତି ଆସିବେ କୁଣିଆ । ରାସ୍ତାରେ ଜମା ହୋଇ ରହିଛି ନାଳ ପାଣି । ଏମିତି କିଛି ଅଭିଯୋଗ ଭରା ଟ୍ବିଟ କରିଛନ୍ତି ହରିୟାଣା ଫରିଦାବାଦର କନ୍ୟା । ବାରମ୍ବାର ନଗର ନିଗମ ଦ୍ବାରସ୍ଥ ହେବା ପରେ ବି ସୁଧୁରିନି ସମସ୍ୟା ଫଳରେ ଟ୍ବିଟ କଲେ କନ୍ୟା ।

  • 16 फ़रवरी की मेरी शादी है और कैसे आयंगे मेहमान और कैसे आएगी बारात ?

    नगर निगम फ़रीदाबाद के चक्कर काट काट के हम थक चुके है।

    गली नम्बर 76, पार्वतियाँ कॉलोनी, नियर बाल कल्याण स्कूल, वार्ड नम्बर 5, एन आई टी फ़रीदाबाद - 121005@CMOHaryana @yashpalmurar @anilvijminister pic.twitter.com/sWD08Z40zN

    — Kamini (@Kamini39747179) February 9, 2021 " class="align-text-top noRightClick twitterSection" data=" ">

ବିବାହର କାର୍ଡ ଦେବା ସହ କଲୋନି ରାସ୍ତାର ଫଟୋ ମଧ୍ୟ ସେୟାର କରିଛନ୍ତି ହରିୟାଣା କନ୍ୟା କାମିନୀ । ଏହାସହ ହରିୟାଣା ମୁଖ୍ୟମନ୍ତ୍ରୀ ଅନିଲ୍ ଭିଜଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ଓ ଜଲଦି ସମସ୍ୟାର ସମାଧାନ ପାଇଁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.