ETV Bharat / bharat

କୃଷକଙ୍କ ଆକ୍ରାେଶର ଶିକାର ହେଲେ ବିଜେପି ନେତା - ବିଜେପି ନେତା ଭୁପେଶ ଅଗ୍ରୱାଲ

ବିଜେପି ନେତାଙ୍କୁ ରାଜପୁରରେ ବସିଥିବା ଏକ ବୈଠକରେ ପୋଲିସର ଉପସ୍ଥିତିରେ ଗୋଡାଇ ଗୋଡାଇ ପିଟିବା ସହ ପୋଷାକକୁ ଚିରି ଦେଇଛନ୍ତି କୃଷକମାନେ । ଅଧିକ ପଢନ୍ତୁ...

କୃଷକଙ୍କ ଆକ୍ରାଶର ଶିକାର ହେଲେ ବିଜେପି ନେତା
କୃଷକଙ୍କ ଆକ୍ରାଶର ଶିକାର ହେଲେ ବିଜେପି ନେତା
author img

By

Published : Jul 11, 2021, 4:14 PM IST

ଚଣ୍ଡିଗଡ: ବିଜେପି ଜିଲ୍ଲା ସଭାପତି ଭୁପେଶ ଅଗ୍ରୱାଲ କୃଷକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି । ସୂଚନାନୁସାରେ ଭୁପେଶ ଅଗ୍ରୱାଲ ରାଜପୁରରେ ବିଜେପି କର୍ମୀଙ୍କ ସହ ଆଲୋଚନା କରୁଥିଲେ ।

କୃଷକଙ୍କ ଆକ୍ରାଶର ଶିକାର ହେଲେ ବିଜେପି ନେତା

ଯେଉଁଠାରେ କି ବହୁ ସଂଖ୍ୟକ କୃଷକ ଏହି ବୈଠକରେ ପହଞ୍ଚି କଡା ବିରୋଧ କରିଥିଲେ । ଏବଂ ସେହି ସମୟରେ ପୋଲିସର ଉପସ୍ଥିତିରେ ବିଜେପି ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ବେଳେ ସେମାନଙ୍କ ପୋଷାକକୁ ମଧ୍ୟ ଚିରି ଦେଇଥିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.