ETV Bharat / bharat

କାଶ୍ମୀରରେ ଆତଙ୍କବାଦୀ ଗିରଫ, ମାରଣାସ୍ତ୍ର ଜବତ

କାଶ୍ମୀରରେ ଗିରଫ ହେଲା ଆତଙ୍କବାଦୀ । ବିଦେଶୀ ନିର୍ମିତ ବନ୍ଧୁକ ସହ ଗୁଳିଗୋଳା ଜବତ । ପଚରା ଉଚରା ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

କାଶ୍ମୀରରେ ଆତଙ୍କବାଦୀ ଗିରଫ, ମାରାଣାସ୍ତ୍ର ଜବତ

author img

By

Published : Jun 27, 2022, 10:06 AM IST

ଶ୍ରୀନଗର: କଶ୍ମୀରରେ ସୁରକ୍ଷା ବଳକୁ ସଫଳତା ମିଳିଛି । ସବୁବେଳେ ଆତଙ୍କୀଙ୍କୁ ଗୁଳିରେ ନିପାତ କରୁଥିବା ସୁରକ୍ଷା କର୍ମୀ ଆଜି ଜଣେ ଆତଙ୍କୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଡୋଡା ଜିଲ୍ଲାରେ ଏହି ଆତଙ୍କୀଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଏକ ଚୀନ ନିର୍ମିିତ ଅତ୍ୟାଧୁନିକ ମାଉଜର ଓ ଗୋଟିଏ ମାଗାଜିନ ସହ ଏକାଧିକ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି ।

  • J&K | Doda Police along with security forces have arrested one terrorist, a resident of Koti Doda & recovered one Chinese pistol, two magazines, 14 live cartridges & one mobile phone from his possession. Further investigation into the matter is in progress: Police pic.twitter.com/1RnNAoGFm4

    — ANI (@ANI) June 27, 2022 " class="align-text-top noRightClick twitterSection" data=" ">

ଗିରଫ ଆତଙ୍କବାଦୀ ସ୍ଥାନୀୟ ବାସିନ୍ଦା ଓ ସେ ଦୀର୍ଘ ଦିନ ଧରି ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଇନପୁଟ ସୂଚନା ଆଧାରରେ ଚଢାଉ ବେଳେ ଏହି ସଫଳତା ମିଳିଛି । ଗିରଫ ଆତଙ୍କୀର ମୋବାଇଲ ଓ ଅନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରି ପୋଲିସ ତଥ୍ୟ ହାସଲ କରିବାକୁ ପ୍ରାୟସ କରୁଛି । ଜେରା ବେଳେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ଓ ଯୋଜନା ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.