ETV Bharat / bharat

ସେନା ଗୁଳିରେ ଜଣେ ଆତଙ୍କୀ ନିପାତ

author img

By

Published : Dec 14, 2021, 12:56 PM IST

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା (terrorist killed by security force JK Poonch)। ଅଧିକ ପଢନ୍ତୁ

ସେନାଗୁଳିରେ ଜଣେ ଆତଙ୍କୀ ନିପାତ
ସେନାଗୁଳିରେ ଜଣେ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା (terrorist killed by security force JK Poonch)। ସୁରକ୍ଷାକର୍ମୀ ଓ କାଶ୍ମୀର ପୋଲିସ ଦ୍ବାରା ଜମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବହରାମଗଲାରେ ସର୍ଚ୍ଚ ଅପେରେସନ ଆରମ୍ଭ ହୋଇଥିବାବେଳେ ଆତଙ୍କବାଦୀ ଜଣଙ୍କ ସେନାଗୁଳିରେ ପ୍ରାଣ ହରାଇଥିଲେ । ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍ ଓ ସେନା ଦଳ ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ AK-47 4ଟି ମାଗାଜିନ ଜବତ କରାଯାଇଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ:-Terror attack in JK: ଦୁଖଃ ପ୍ରକାଶ ସହ ସବିଶେଷ ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ

ଏହା ପୂର୍ବରୁ ଗତକାଲି ଜମ୍ମୁ କାଶ୍ମୀରର ଜେୱାନ ଅଞ୍ଚଳରେ ବଡ ଧରଣର ଆତଙ୍କୀ ଆକ୍ରମଣ ଘଟିଥିଲା । ଯେଉଁଥିରେ 2 ଜଣ ଯବାନ ଶହୀଦ ହୋଇଥିବାବେଳେ 14 ଆହତ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.