ETV Bharat / bharat

ବେଙ୍ଗାଲୁରୁରେ କେସିଆର: ଦେବେଗୌଡାଙ୍କୁ କଲେ ସାକ୍ଷାତ

author img

By

Published : May 26, 2022, 5:11 PM IST

ବେଙ୍ଗାଲୁରୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କୁ କଲେ ସାକ୍ଷାତ । ଅଧିକ ପଢନ୍ତୁ

ବେଙ୍ଗାଲୁରୁରେ କେସିଆର: ଦେବେଗୌଡାଙ୍କୁ କଲେ ସାକ୍ଷାତ
ବେଙ୍ଗାଲୁରୁରେ କେସିଆର: ଦେବେଗୌଡାଙ୍କୁ ବେଙ୍ଗାଲୁରୁରେ କେସିଆର: ଦେବେଗୌଡାଙ୍କୁ କଲେ ସାକ୍ଷାତକଲେ ସାକ୍ଷାତ

ବେଙ୍ଗାଲୁରୁ: ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କେ.ସି.ଆର କିନ୍ତୁ ବେଙ୍ଗାଲୁର ଗସ୍ତ କରିଛନ୍ତି । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ କେ.ସି.ଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କୁ ସାକ୍ଷାତ କରିଛନ୍ତି । ଦେବେଗୌଡାଙ୍କ ବାସଭବନରେ ଏହି ସାକ୍ଷାକତକାର ହୋଇଥିବା ବେଳେ ଦେବେଗୌଡାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରାସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ ।

  • Karnataka | Telangana CM K Chandrashekar Rao meets former Prime Minister HD Deve Gowda at his residence in Bengaluru pic.twitter.com/UlmvDOXa0j

    — ANI (@ANI) May 26, 2022 " class="align-text-top noRightClick twitterSection" data=" ">

ଆଜି କେ.ସି.ଆର ବେଙ୍ଗାଲୁରୁରେ ପହଞ୍ଚିବା ପରେ କୁମାରାସ୍ବାମୀ ତାଙ୍କୁ ସ୍ବାଗତ କରିଥିଲେ । ପରେ ବାସଭବନର ଆଲୋଚନା ହୋଇଥିଲା । 2019 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଆଞ୍ଚଳିକ ରାଜନୈତିକ ଦଳମାନଙ୍କୁ ସଂଗଠିତ କରି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ମାରାଥନ ଯାତ୍ରା ଜାରି ରଖିଛନ୍ତି କେସିଆର । ତେବେ କେସିଆର କର୍ଣ୍ଣାଟକ ଗସ୍ତ କରି ଦେବେଗୌଡା ଓ କୁମାରାସ୍ବାମୀଙ୍କୁ ଭେଟିବା ମଧ୍ୟ ଏହି ମିଶନର ଏକ ଅଂଶ ବିଶେଷ ବୋଲି ଚର୍ଚ୍ଚା ହେଉଛି ।

Telangana CM K Chandrashekar Rao meets former Prime Minister HD Deve Gowda & his son, HD Kumaraswamy, at his residence in Bengaluru.

CM KCR was received by HD Kumaraswamy in Bengaluru. pic.twitter.com/b3tKfFg77I

— ANI (@ANI) May 26, 2022 " class="align-text-top noRightClick twitterSection" data=" ">

ମାତ୍ର ଦୁଇ ଦିନ ପୂର୍ବରୁ କେ.ସି.ଆର ଦିଲ୍ଲୀ ଓ ପଞ୍ଜାବ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତେଲେଙ୍ଗାନା ଫେରିଥିଲେ । ଦିଲ୍ଲୀରେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ସେ ଚଣ୍ଡିଗଡ ଗସ୍ତ କରି କେନ୍ଦ୍ରୀୟ କୃଷି ଆଇନ ବିରୋଧୀ ଆନ୍ଦୋଳନରେ ପ୍ରଭାବିତ ହୋଇଥିବା କୃଷକ ପରିବାରକୁ ଭେଟିବା ସହ ସେମାନଙ୍କୁ ଆର୍ଥିକ ସହୟତା ସ୍ବରୂପ ଚେକ ମଧ୍ୟ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ବେଙ୍ଗାଲୁରୁ: ଗୋଟିଏ ପଟେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା ଗସ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କେ.ସି.ଆର କିନ୍ତୁ ବେଙ୍ଗାଲୁର ଗସ୍ତ କରିଛନ୍ତି । ଆଜି (ଗୁରୁବାର) ମୁଖ୍ୟମନ୍ତ୍ରୀ କେ.ସି.ଆର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କୁ ସାକ୍ଷାତ କରିଛନ୍ତି । ଦେବେଗୌଡାଙ୍କ ବାସଭବନରେ ଏହି ସାକ୍ଷାକତକାର ହୋଇଥିବା ବେଳେ ଦେବେଗୌଡାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରାସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ ।

  • Karnataka | Telangana CM K Chandrashekar Rao meets former Prime Minister HD Deve Gowda at his residence in Bengaluru pic.twitter.com/UlmvDOXa0j

    — ANI (@ANI) May 26, 2022 " class="align-text-top noRightClick twitterSection" data=" ">

ଆଜି କେ.ସି.ଆର ବେଙ୍ଗାଲୁରୁରେ ପହଞ୍ଚିବା ପରେ କୁମାରାସ୍ବାମୀ ତାଙ୍କୁ ସ୍ବାଗତ କରିଥିଲେ । ପରେ ବାସଭବନର ଆଲୋଚନା ହୋଇଥିଲା । 2019 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଆଞ୍ଚଳିକ ରାଜନୈତିକ ଦଳମାନଙ୍କୁ ସଂଗଠିତ କରି ମେଣ୍ଟ ଗଠନ କରିବା ଲକ୍ଷ୍ୟରେ ମାରାଥନ ଯାତ୍ରା ଜାରି ରଖିଛନ୍ତି କେସିଆର । ତେବେ କେସିଆର କର୍ଣ୍ଣାଟକ ଗସ୍ତ କରି ଦେବେଗୌଡା ଓ କୁମାରାସ୍ବାମୀଙ୍କୁ ଭେଟିବା ମଧ୍ୟ ଏହି ମିଶନର ଏକ ଅଂଶ ବିଶେଷ ବୋଲି ଚର୍ଚ୍ଚା ହେଉଛି ।

  • Telangana CM K Chandrashekar Rao meets former Prime Minister HD Deve Gowda & his son, HD Kumaraswamy, at his residence in Bengaluru.

    CM KCR was received by HD Kumaraswamy in Bengaluru. pic.twitter.com/b3tKfFg77I

    — ANI (@ANI) May 26, 2022 " class="align-text-top noRightClick twitterSection" data=" ">

ମାତ୍ର ଦୁଇ ଦିନ ପୂର୍ବରୁ କେ.ସି.ଆର ଦିଲ୍ଲୀ ଓ ପଞ୍ଜାବ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତେଲେଙ୍ଗାନା ଫେରିଥିଲେ । ଦିଲ୍ଲୀରେ ସେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, AAP ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ସେ ଚଣ୍ଡିଗଡ ଗସ୍ତ କରି କେନ୍ଦ୍ରୀୟ କୃଷି ଆଇନ ବିରୋଧୀ ଆନ୍ଦୋଳନରେ ପ୍ରଭାବିତ ହୋଇଥିବା କୃଷକ ପରିବାରକୁ ଭେଟିବା ସହ ସେମାନଙ୍କୁ ଆର୍ଥିକ ସହୟତା ସ୍ବରୂପ ଚେକ ମଧ୍ୟ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.