ETV Bharat / bharat

ରଜ ସଂକ୍ରାନ୍ତିରେ ମିଥୁନ ରାଶିକୁ ଚଳନ କଲେ ରବି, ଏସବୁ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ

author img

By

Published : Jun 14, 2023, 5:59 PM IST

Updated : Jun 15, 2023, 6:14 AM IST

ଆଜି ଓଡିଶାର ଗଣପର୍ବ ରଜ ସଂକ୍ରାନ୍ତି । ଆଜି ମିଥୁନ ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ ।

sun transit special horoscope
sun transit special horoscope

ମେଷ: ଆଜି ରଜ ସଂକ୍ରାନ୍ତି। ମିଥୁନ ରାଶିରେ ରବିଙ୍କର ଚଳନ ସମୟ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭଦାୟକ ହେବ ବୋଲି ଜଣାପଡିଛି । ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ଦକ୍ଷତା ଦେଖାଇବାର ସୁଯୋଗ ମିଳିପାରେ । ଚାକିରି କରୁଥିବା ବ୍ୟକ୍ତିମାନଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ବାପାଙ୍କ ସହିତ ତଥା ପରିବାର ସହିତ ଆପଣଙ୍କର ସମ୍ପର୍କ ଭଲ ରହିପାରେ। ଆପଣ ନିବେଶ ସମ୍ବନ୍ଧିତ କୌଣସି ନିଷ୍ପତ୍ତି ମଧ୍ୟ ନେବାର ସମ୍ଭାବନା ଅଛି ।

ଉପଚାର-ଉତ୍ତମ ଫଳାଫଳ ପାଇବା ପାଇଁ ଗାୟତ୍ରୀ ଚାଳିଶା ଜପ କରନ୍ତୁ।

ବୃଷ: ମିଥୁନ ରାଶିରେ ରବିଙ୍କର ଚଳନ ହେବା ପରେ ଗୋଟିଏ ମାସ ପୁରା ଆପଣ ନିଜ ପରିବାର ସଦସ୍ୟମାନଙ୍କ ସହିତ ବହୁତ ସମୟ ଅତିବାହିତ କରିବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କ ଆଖିରେ ସମସ୍ୟା ଦେଖାଦେଇପାରେ । ସତର୍କତାର ସହ ଗାଡ଼ି ଚଲାନ୍ତୁ ।

ଉପଚାର - ରବିବାର ଦିନ ଉପବାସ କରି ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ।

ମିଥୁନ: ଏହି ଚଳନ ଦ୍ୱାରା ଆପଣଙ୍କ ରାଶିରେ ରବିଙ୍କର ଅବସ୍ଥାନ ଗୋଟିଏ ମାସ ପର୍ଯ୍ୟନ୍ତ ରହିବ ବୋଲି ଜଣା ପଡୁଛି । ଏହି ମାସରେ ଆପଣ ଆତ୍ମବିଶ୍ଵାସୀ ହେବା ଅନୁଭବ କରିବେ । ତେବେ ଜୀବନସାଥୀଙ୍କ ସହିତ ଆପଣଙ୍କ ଚିନ୍ତାଧାରା ମେଳ ନହେବାର ସମ୍ଭାବନା ଅଛି । ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ଯୁକ୍ତି ତର୍କ ହେବାର ସମ୍ଭାବନା ରହିଥିବାରୁ ସତର୍କତା ଅବଲମ୍ବନ କରନ୍ତୁ ।

ଉପଚାର - ସମସ୍ୟାଗୁଡ଼ିକରୁ ମୁକ୍ତ ହେବା ପାଇଁ ଗୋଟିଏ ମାଳା ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।

କର୍କଟ: ଗୋଟିଏ ମାସ ପୁରା ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ସମ୍ପତ୍ତିରେ ବୃଦ୍ଧି ହେବ । ଯଦି ଆପଣ ଆପଣଙ୍କର ପୈତୃକ ସମ୍ପତ୍ତିକୁ ନେଇ କୌଣସି ବିବାଦ ଥାଏ ତେବେ ତା’ର ସମାଧାନ ଦେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ କିଛି ନୂଆ କରିବାର ସମ୍ଭାବନା ମଧ୍ୟ ଅଛି ।

ଉପଚାର - ସୂର୍ଯ୍ୟଙ୍କୁ ପ୍ରତିଦିନ କୁଙ୍କୁମ ମିଶ୍ରିତ ଜଳରେ ଅର୍ଘ୍ୟ ଦିଅନ୍ତୁ ।

ସିଂହ: ମିଥୁନ ରାଶିରେ ରବିଙ୍କର ଏହି ଚଳନ ସମୟ ଅନ୍ୟ ରାଶିଗୁଡ଼ିକ ତୁଳନାରେ ସିଂହ ରାଶି ପାଇଁ ଭଲ ହେବ ବୋଲି ସୂଚନା ରହିଛି । ଆପଣଙ୍କର ଅନେକ ବଡ଼ ବଡ଼ ଅଧିକାରୀମାନଙ୍କ ସହିତ ମଧ୍ୟ ଯୋଗାଯୋଗ ହେବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ସମାଜରେ ଅନେକ ସମ୍ମାନ ପାଇବେ । ଆପଣ ନୂଆ ବନ୍ଧୁ କରିବାର ମଧ୍ୟ ସମ୍ଭାବନା ଅଛି ।

ଉପଚାର - ପ୍ରତିଦିନ ସୂର୍ଯ୍ୟଙ୍କର ବାରୋଟି ନାମ ଜପ କରନ୍ତୁ ।

କନ୍ୟା: ମିଥୁନ ରାଶିରେ ରବିଙ୍କର ଚଳନ ହେବାର ଗୋଟିଏ ମାସ ପୂର୍ବରୁ ଆପଣ ସତର୍କ ରହିବା ଆବଶ୍ୟକ । ଏହି ସମୟ ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବାର ସମ୍ଭାବନା ଅଛି । କିଛି ବ୍ୟକ୍ତି ନୂତନ କାମ କରିପାରିବେ । ଏହି ଚଳନ ସମୟରେ ସ୍ଵାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆବଶ୍ୟକ ।

ଉପଚାର - ଶିବ ପଞ୍ଚାକ୍ଷର ମନ୍ତ୍ର ଜପ କରିବା ସହିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ତୁଳା: ମିଥୁନ ରାଶିରେ ରବିଙ୍କର ଚଳନ ହେବା ଦ୍ଵାରା ଆପଣଙ୍କର ଶକ୍ତି ବୃଦ୍ଧି ହେବ । ଅଧିକ ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଭ୍ରମଣରେ ଯିବା ପାଇଁ ମଧ୍ୟ ଯୋଜନା କରାଯାଇପାରେ । ଏହି ଚଳନ ସମୟରେ ବାପାଙ୍କ ଉପଦେଶ ଦରକାରୀ ହୋଇପାରେ ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରିବା ଆପଣଙ୍କ ପାଇଁ ଶୁଭଦାୟକ ହୋଇପାରେ

ବିଛା: ମିଥୁନ ରାଶିରେ ରବିଙ୍କର ଚଳନ ହେବା ଦ୍ୱାରା ଅପଣ ସାମାନ୍ୟ ଚିନ୍ତାଗ୍ରସ୍ତ ହେବାର ସମ୍ଭାବନା ଅଛି । ଏହି ସମ୍ପୂର୍ଣ୍ଣ ମାସରେ ଆପଣ ଯାନବାହନ କିମ୍ବା ବୈଦ୍ୟୁତିକ ଉପକରଣଗୁଡ଼ିକୁ ସତର୍କତାର ସହ ବ୍ୟବହାର କରିବା ଆବଶ୍ୟକ । ଭୁଲ ବୁଝାମଣା ହେବାର ସମ୍ଭାବନା ଥିବା କାରଣରୁ ଶ୍ଵଶୁର ଘର ଲୋକମାନଙ୍କ ସହିତ ଅତି ସାବଧାନତାର ସହ କଥାବାର୍ତ୍ତା କରନ୍ତୁ ।

ଉପଚାର - ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଦୁର୍ଗା ଚାଳିଶା ଜପ କରନ୍ତୁ, ଏହ ଦ୍ୱାରା ଆପଣ ଲାଭବାନ ହୋଇପାରିବେ

ଧନୁ: ସଂକ୍ରାନ୍ତିଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ବିବାଦମୂଳକ ହେବାର ସମ୍ଭାବନା ଅଛି । ଆପଣଙ୍କର ଜୀବନସାଥୀ କିମ୍ବା ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ଚିନ୍ତାଧାରା ମେଳ ନହୋଇପାରେ ଏବଂ ସମସ୍ୟା ଦେଖାଦେଇପାରେ । ଏହି ସମୟରେ ଆପଣ ଧୈର୍ଯ୍ୟବାନ ହେବା ଆବଶ୍ୟକ । ନିଜର କାର୍ଯ୍ୟଭାରକୁ ଆଉ କାହା ଉପରେ ଲଦି ଦିଅନ୍ତୁ ନାହିଁ ।

ଉପଚାର - ରବିବାର ଦିନ ଶିବଙ୍କର ଜଳାଭିଷେକ କରିବା ସହିତ ଗୁଡ଼ ଦାନ କରନ୍ତୁ

ମକର: ରବିଙ୍କର ଚଳନ ହେଉଥିବା ରାଶିରେ ପରିବର୍ତ୍ତନ ହେଉଥିବା କାରଣରୁ ଯଦି ଆପଣଙ୍କର କିଛି ମାଲି ମକଦ୍ଦମା ଥାଏ ତେବେ ସେହି କ୍ଷେତ୍ରରେ ଆପଣ ସଫଳତା ପାଇବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ନିଜର ବିରୋଧୀମାନଙ୍କ ଉପରେ ଭାରି ପଡ଼ିବାର ସମ୍ଭାବନା ଅଛି । ଆପଣ ବହୁ ମାତ୍ରାରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲାଭ ମଧ୍ୟ ପାଇବାର ସମ୍ଭାବନା ଅଛି । କିନ୍ତୁ ଚାକିରି କରୁଥିବା ଲୋକମାନଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡ଼ିପାରେ ।

ଉପଚାର - ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

କୁମ୍ଭ: ମିଥୁନ ରାଶିରେ ରବିଙ୍କର ଏହି ଚଳନ ସମୟରେ କୁମ୍ଭ ରାଶିର ଲୋକମାନେ ସାଧରଣ ଫଳ ପାଇବାର ସମ୍ଭାବନା ଅଛି । ଏହି ମାସ ସାରା ଶିକ୍ଷା ଓ ସନ୍ତାନମାନଙ୍କ ସମସ୍ୟା ଦ୍ୱାରା ଆପଣ ଘେରି ରହିପାରନ୍ତି । ପ୍ରେମ ବ୍ୟାପାରରେ ଆପଣଙ୍କର ଅହଂ ଦ୍ୱାରା କ୍ଷତି ହେବାର ସମ୍ଭାବନା ଅଛି ।

ଉପଚାର - ପ୍ରତିଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।

ମୀନ: ମିଥୁନ ରାଶିରେ ରବିଙ୍କର ଏହି ଚଳନ ସମୟ ଆପଣଙ୍କ ପାଇଁ ସନ୍ତୋଷଜନକ ହୋଇପାରେ । ଆପଣ ଅନେକଗୁଡ଼ିଏ ଜରୁରୀ ଘରୋଇ କାମ କରିବାର ସମ୍ଭାବନା ଅଛି । ପରିବାରରେ ସମସ୍ତଙ୍କ ସ୍ବାସ୍ଥ୍ୟ ଠିକ ରହିବ । ଆପଣ ଗୋଟିଏ ନୂଆ ଗାଡ଼ି କିଣିବା ପାଇଁ ମଧ୍ୟ ଯୋଜନା କରିପାରନ୍ତି ।

ଉପଚାର - ପ୍ରତିଦିନ ବାପାଙ୍କର ଆଶିର୍ବାଦ ନିଅନ୍ତୁ।

Last Updated : Jun 15, 2023, 6:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.