ETV Bharat / bharat

କୁମ୍ଭ ରାଶିକୁ ଚଳନ କଲେ ରବି, ଜାଣନ୍ତୁ କଣ ରହିବ ପ୍ରଭାବ

କୁମ୍ଭ ରାଶିକୁ ଚଳନ କଲେ ରବି । ଜାଣନ୍ତୁ ରାଶି ଉପରେ କଣ ପଡିବ ପ୍ରଭାବ । କିପରି କଟିବ ଦାମ୍ପତ୍ୟ ଜୀବନ ।

sun transit special horoscope
sun transit special horoscope
author img

By

Published : Feb 13, 2023, 6:58 AM IST

ମେଷ: ବର୍ତ୍ତମାନ ରବି କୁମ୍ଭ ରାଶିରେ ପ୍ରବେଶ କରିବେ । ଏହା ସହିତ ମେଷ ରାଶି ଥିବା ବ୍ୟକ୍ତିମାନଙ୍କର ଅଟକି ରହିଥିବା କାମ ଆରମ୍ଭ ହୋ‍ଇଯିବ । ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ସରକାରୀ କାମରୁ ମଧ୍ୟ ଲାଭବାନ ହେବେ ।

ଉପଚାର - ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ

ବୃଷ: କୁମ୍ଭ ସଂକ୍ରାନ୍ତି ପର ଠାରୁ ଗୋଟିଏ ମାସ ଆପଣ ଅତି ବ୍ୟସ୍ତ ରହିବାର ସମ୍ଭାବନା ଅଛି । ଆପଣଙ୍କ ଆର୍ଥିକ ଅବସ୍ଥା ସୁଦୃଢ ହେବ । ଗାଡ଼ି କିଣିବା ଦ୍ଵାରା ଆପଣ ଖୁସି ହେବେ । ଚାକିରି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପଦୋନ୍ନତୀର ସୁଯୋଗ ମଧ୍ୟ ଆସିପାରେ ।

ଉପଚାର - ପ୍ରତିଦିନ କୁଙ୍କୁମ ମିଶ୍ରିତ ଜଳରେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତୁ

ମିଥୁନ: କୁମ୍ଭ ସଂକ୍ରାନ୍ତି ପରଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣଙ୍କ ସାହସ ବୃଦ୍ଧି ପାଇବ । ଏହି ସମୟରେ ଆପଣ ଅନେକ କାମରୁ ଲାଭବାନ ହେବେ । ଯାହା ହେଉ ନା କାହିଁକି ଆପଣ କିଛି ନୂଆ ରିସ୍କ ନେବାର ସମ୍ଭାବନା ଅଛି । ଏହି ମାସରେ ଆପଣ ନିଜର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ କିଛି ଭ୍ରମଣ କରିପାରନ୍ତି ।

ଉପଚାର - ରବିବାର ଦିନ ଗାଈକୁ ଗୁଡ଼ ଓ ରୁଟି ଖାଇବାକୁ ଦିଅନ୍ତୁ

କର୍କଟ: କୁମ୍ଭ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ କଠିନ ହେବାର ସମ୍ଭାବନା ଅଛି । ଏହି ସମୟରେ କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ । କଠିନ ପରିଶ୍ରମ କରିବା ପାଇଁ ଭୟ କରନ୍ତୁ ନାହିଁ କାରଣ ସାମାନ୍ୟ ସଫଳତା ପାଇବା ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ହେବ । ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋ‍ଇପାରେ ।

ଉପଚାର- ପ୍ରତିଦିନ ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ

ସିଂହ: ଆପଣ ଲାଭବାନ ହେବେ । ସରକାରୀ ଅଧିକାରୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଦୃଢ଼ ହେବ । ଆପଣ ଅନେକ ନୂଆ ଲୋକମାନଙ୍କ ଦ୍ଵାରା ମଧ୍ୟ ଲାଭବାନ ହେବେ । ଯାହା ହେଉ ନା କାହିଁକି ଏହି ସମୟରେ ଆପଣଙ୍କୁ ଅନେକ କାମ କରିବାକୁ ପଡ଼ିପାରେ ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ

କନ୍ୟା: କୁମ୍ଭ ରାଶିରେ ରବିଙ୍କର ଚଳନ ହେବା ସହିତ ଆପଣ ଆପଣଙ୍କର ବିରୋଧିମାନଙ୍କ ଉପରେ ବିଜୟ ଲାଭ କରିବାରେ ସକ୍ଷମ ହେବେ । ଚାକିରି କରୁଥିବା ବ୍ୟକ୍ତିମାନଙ୍କର ଉଚ୍ଚାଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଖୁସି ହେବେ । ଏହି ମାସରେ ପଦୋନ୍ନତି କିମ୍ବା କାମ ପରିବର୍ତ୍ତନ ମଧ୍ୟ ହୋ‍ଇପାରେ । ସରକାରୀ ପ୍ରୋଜେକ୍ଟଗୁଡ଼ିକରୁ ଆପଣ ଲାଭବାନ ହେବେ ।

ଉପଚାର - ଗାୟତ୍ରୀ ଚାଳିଶା ଜପ କରନ୍ତୁ

ତୁଳା: ଆପଣଙ୍କ ପାଇଁ ସାମାନ୍ୟ ବାଧାବିଘ୍ନପୂର୍ଣ୍ଣ ହୋ‍ଇପାରେ । ଏହି ସମୟରେ ଆପଣ ଆପଣଙ୍କର ସନ୍ତାନ ବିଷୟରେ ଚିନ୍ତିତ ହେବେ । ପ୍ରେମ ଜୀବନରେ ଆପଣ ଆପଣଙ୍କ ମଧ୍ୟରେ ଥିବା ଭିନ୍ନତାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ଆପଣ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଉଚିତ ।

ଉପଚାର - ପ୍ରତିଦିନ ସୂର୍ଯ୍ୟଙ୍କର 12ଟି ନାମ ଜପ କରନ୍ତୁ

ବିଛା: ବର୍ତ୍ତମାନ ରବି କୁମ୍ଭ ରାଶିକୁ ଗମନ କରିବେ । ଏହା ଦ୍ଵାରା ଆପଣ ସରକାରୀ କାମରୁ ଲାଭ ପାଇବେ । ଯାହା ହେଉ ନା କାହିଁକି ଏହି ସମୟ ପାରିବାରିକ ଜୀବନ ପାଇଁ କିଛି ପରିମାଣରେ କଷ୍ଟଦାୟକ ହେବ । ଆପଣ କାହାରି କଥାକୁ ମନରେ ଧରି ରଖିବାର ସମ୍ଭାବନା ଅଛି । ବ୍ୟବସାୟ ସହଭାଗୀଙ୍କ ସହିତ ଆପଣଙ୍କର ମତପାର୍ଥକ୍ୟ ହେବା ଉଚିତ ନୁହେଁ ।

ଉପଚାର - ପ୍ରତିଦିନ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ

ଧନୁ: କୁମ୍ଭ ରାଶିରେ ରବିଙ୍କର ଚଳନ ସମୟ ଆପଣଙ୍କ ପାଇଁ ଶୁଭ ହେବ । ଆପଣ ଜୀବନରେ ଅନେକ ବାଧାବିଘ୍ନର ଆସିବ କିନ୍ତୁ ଆପଣ ଏସବୁକୁ ଦୃଢ଼ମନା ହୋ‍ଇ ସମ୍ମୁଖୀନ ହେବେ । ଘରକୁ ଅତିଥିମାନଙ୍କର ଯିବା ଆସିବା ଲାଗି ରହିବ । ଏହି ସମୟରେ ଆପଣ ଅନେକ ନୂଆ କାମ ପାଇଁ ରିସ୍କ ନେବେ ।

ଉପଚାର - ପ୍ରତିଦିନ ଆପଣ ଗୋଟିଏ ମାଳା ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ମକର: ଆଜି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ମକର ରାଶିର ବ୍ୟକ୍ତିମାନେ ବିଦେଶ ସମ୍ବନ୍ଧିତ ବ୍ୟବସାୟରୁ ଲାଭବାନ ହେବେ ।ଏହି ସମୟରେ ଆପଣ କଠିନ ପରିଶ୍ରମ ଦ୍ଵାରା ଅଧିକ ଅର୍ଥ ରୋଜଗାର କରିବାରେ ସକ୍ଷମ ହେବେ । ଶ୍ଵଶୁର ଘର ଲୋକଙ୍କସହିତ ମଧ୍ୟ ଆପଣଙ୍କ ସମ୍ପର୍କ ସୁଦୃଢ଼ ହେବ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ

କୁମ୍ଭ: ବର୍ତ୍ତମାନ ରବି ଆପଣଙ୍କ ରାଶିରେ ଗୋଟିଏ ମାସ ପର୍ଯ୍ୟନ୍ତ ରହିବେ । ଏହି ସମୟରେ ଆପଣ ପୂର୍ବ ଭଳି ଅହଂ ଭାବ ସମ୍ପନ୍ନ ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ମତାନ୍ତର ମଧ୍ୟ ହୋଇପାରେ । ହେଲେ ମଧ୍ୟ ଆପଣ ବୁଦ୍ଧିମାନଙ୍କ ମଧ୍ୟରେ ଗଣାଯିବେ । କର୍ମକ୍ଷେତ୍ରରେ ସର୍ବଦା ଉତ୍ତମ ଆଚରଣ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ଉପଚାର - ସୂର୍ଯ୍ୟାଷ୍ଟକ ଜପ କରନ୍ତୁ

ମୀନ: କୁମ୍ଭ ରାଶିରେ ରବିଙ୍କର ପ୍ରବେଶ ହେବା ପରେ ଗୋଟିଏ ମାସ ପର୍ଯ୍ୟନ୍ତ ଆପଣ ବିଦେଶ ସମ୍ବନ୍ଧରେ ଅନେକ ଭଲ ଖବର ପାଇବାର ସମ୍ଭାବନା ଅଛି । ଏହି ସମୟରେ ଆପଣଙ୍କର ବିରୋଧିମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ହୋ‍ଇପାରେ କିନ୍ତୁ ସେମାନେ ଆପଣଙ୍କର କ୍ଷରି କରିବାରେ ସକ୍ଷମ ହେବେ ନାହିଁ । ଅତି ସତର୍କତାର ସହ ଗାଡ଼ି ବ୍ୟବହାର କରନ୍ତୁ ।

ଉପଚାର - ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କର ପୂଜା କରନ୍ତୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.