ETV Bharat / bharat

ମଇଁଷି ସହ ଦୌଡି ରେକର୍ଡ କଲେ ମାଙ୍ଗାଲୁରୁ ଶ୍ରୀନିବାସ - Srinivas Gowda

ମଇଁଷି ଦୌଡରେ 8.78 ସେକେଣ୍ଡରେ 100 ମିଟର ଦୌଡି ରେକର୍ଡ କରିଛନ୍ତି ମାଙ୍ଗାଲୁରୁର ଶ୍ରୀନିବାସ ଗୌଡ । ଅଧିକ ପଢନ୍ତୁ...

ମଇଁଷି ସହ ଦୌଡି ରେକର୍ଡ କଲେ ମାଙ୍ଗାଲୁରୁ ଶ୍ରୀନିବାସ

author img

By

Published : Mar 29, 2021, 9:19 AM IST

ବେଙ୍ଗାଲୁରୁ: ମଇଁଷି ଦୌଡରେ 8.78 ସେକେଣ୍ଡରେ 100 ମିଟର ଦୌଡି ରେକର୍ଡ କରିଛନ୍ତି ମାଙ୍ଗାଲୁରୁର ଶ୍ରୀନିବାସ ଗୌଡ । କର୍ଣ୍ଣାଟକର ‘କାମ୍ବାଲା’ ଦୌଡରେ ଶ୍ରୀନିବାସ ରେକର୍ଡ ଭାଙ୍ଗିଛନ୍ତି । ସେ ମାଏରା ସତ୍ୟ ଧର୍ମ ଯୋଡୁକେରେ କାମ୍ବାଲାରେ ବିଜୟୀ ହୋଇଛନ୍ତି । ରବିବାର ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଗତ ସପ୍ତାହରେ ମଧ୍ୟ ସେ ସୂର୍ଯ୍ୟ ଚନ୍ଦ୍ର ଯୋଡୁକେରେ କାମ୍ବାଲାରେ 8.96 ସେକେଣ୍ଡରେ 100 ମିଟର ଦୌଡି ରେକର୍ଡ ଭାଙ୍ଗିଥିଲେ । ରବିବାର ସେ ନିଜ ରେକର୍ଡକୁ ହିଁ ଭାଙ୍ଗିଦେଇଛନ୍ତି । ମଇଁଷି ସହ ଦୌଡି ଏହି ରେକର୍ଡ କରିଛନ୍ତି ଶ୍ରୀନିବାସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.