ETV Bharat / bharat

UP RESULT: ସର୍ତ୍ତ ହାରିଲେ SP ସମର୍ଥକ, ବିଜେପି ନେତାଙ୍କୁ ଦେବେ ଏକ ଏକର ଜମି

author img

By

Published : Mar 12, 2022, 2:20 PM IST

ଉତ୍ତର ପ୍ରଦେଶର ନିର୍ବାଚନ ଜିତି ବିଜେପି ସରକାର ଗଢିବାକୁ ଯାଉଛି । ତେବେ ନିର୍ବାଚନ ଫଳାଫଳକୁ ନେଇ ସର୍ତ୍ତ ଲଗାଇଥିବା ସପା ସମର୍ଥକ ଏବେ ହୋଇଛନ୍ତି ହଟହଟା । ଆଉ ସର୍ତ୍ତ ହାରି ବିଜେପିକୁ ଦେବାକୁ ଯାଉଛନ୍ତି ଏକ ବଡ଼ ଜମି । ଅଧିକ ପଢନ୍ତୁ

UP RESULT: ସର୍ତ୍ତ ହାରିଲେ SP ସମର୍ଥକ, ବିଜେପି ନେତାଙ୍କୁ ଦେବେ ୪ ବଡ଼ ଜମି
UP RESULT: ସର୍ତ୍ତ ହାରିଲେ SP ସମର୍ଥକ, ବିଜେପି ନେତାଙ୍କୁ ଦେବେ ୪ ଏକର ଜମି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି ବିଜେପି । ଦଳ ମୋଟ ୪୦୩ ଆସନରୁ ୨୫୫ଟି ସିଟ୍‌ ହାତେଇଛି । ଏହାରି ମଧ୍ୟରେ ରାଜ୍ୟର ବଦାୟୁଁରୁ ଆସିଛି ଏକ ରୋମାଞ୍ଚକର ଘଟଣା । ନିର୍ବାଚନ ଫଳାଫଳକୁ ନେଇ ଏକ ଏକର ଜମିକୁ ସର୍ତ୍ତରେ ଲଗାଇଥିଲା ସପା(ସମାଜବାଦୀ ପାର୍ଟି) । ନିର୍ବାଚନ ହାରିବା ପରେ ଏହି ସର୍ତ୍ତ ପୂରଣ ମୁତାବକ ଏହି ଜମି ଦେବାକୁ ଯାଉଛି ଅଖିଳେଶଙ୍କ ସମର୍ଥକ ଦଳ । ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି ।

ସର୍ତ୍ତ ମୁତାବକ ସପା ଦଳ ଉତ୍ତରପ୍ରଦେଶରେ ସରକାର ନ ଗଠନ କରିପାରିଲେ ସପା ସମର୍ଥକ ଶେର ଅଲ୍ଲୀ ଏକ ଏକର ଜମି ଏବେ ବିଜେପି ସମର୍ଥକ ବିଜୟ ସିଂଙ୍କୁ ଦେବାକୁ ଯାଉଛନ୍ତି । ଏହି ସର୍ତ୍ତ କରିବା ସମୟରେ ପୁରା ଗାଁ ସାକ୍ଷୀ ରହିଥିଲା । ଶେଖୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଛି ବଦାୟୁଁ ଅଞ୍ଚଳ। ମିଳିଥିବା ସୂଚନା ଅନୁସାରେ କକରାଲା ପୌରପାଳିକା ଅନ୍ତର୍ଗତ ବିରିୟାଣ୍ଡି ଗାଁରେ ଦୁଇ ଚାଷୀଙ୍କ ମଧ୍ୟରେ ରାଜନୈତିକ ଭବିଷ୍ୟବାଣୀକୁ ନେଇ ବିବାଦ ଲାଗି ରହିଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଏଠାରେ ଉଭୟଙ୍କ ମଧ୍ୟରେ ମାମଲା ଏତେ ବଢିଗଲା ଯେ ଏହି ମାମଲା ପଞ୍ଚାୟତରେ ପହଞ୍ଚି ଗାଁର ବିଶିଷ୍ଟ ଲୋକଙ୍କୁ ଡାକି ପଞ୍ଚାୟତ ବସିଥିଲା । ଉଭୟ ଏକ ସର୍ତ୍ତ ରଖିଥିଲେ ଯେ ଯଦି ବିଜେପି ସରକାର ଗଠନ କରେ, ତେବେ ଶେର ଅଲ୍ଲୀ ଶାହା ତାଙ୍କର ୪ଟି ବଡ ଜମି ବିଜୟ ସିଂଙ୍କୁ ୧ ବର୍ଷ ପାଇଁ ଚାଷ ଲାଗି ଦେବେ । ଏଥିସହିତ ଯଦି ସପା ସରକାର ଗଠନ ହୁଏ ତେବେ ବିଜୟ ସିଂଙ୍କୁ 4 ବର୍ଷ ବଡ ଜମି ଶେର ଅଲ୍ଲୀଙ୍କୁ ଏକ ବର୍ଷ ପାଇଁ ଦେବାକୁ ପଡିବ। ଗାଁର ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ସାକ୍ଷୀ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.