ETV Bharat / bharat

ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ସୋନିଆ

ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଟ୍ବିଟ କରି ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଅଧିକ ପଢନ୍ତୁ

author img

By

Published : Aug 13, 2022, 1:47 PM IST

ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ସୋନିଆ
ଦ୍ବିତୀୟ ଥର କୋରୋନା ସଂକ୍ରମିତ ହେଲେ ସୋନିଆ

ନୂଆଦିଲ୍ଲୀ: କୋରୋନାରେ ସଂକ୍ରମିତ(Covid-19 ) ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଟ୍ବିଟ କରି ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଜୟରାମ ରମେଶ ଟ୍ବିଟ କରି କହିଛନ୍ତି ଯେ, ''କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କୋରୋନା ସଂକ୍ରମିତ ହୋଇଛନ୍ତି, ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋରୋନା ପ୍ରୋଟକଲ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି'' ।

  • Congress President Smt.Sonia Gandhi has tested positive for Covid-19 today. She will remain in isolation as per Govt. protocol.

    आज कांग्रेस अध्यक्ष श्रीमती सोनिया गांधी का कोविड-19 टेस्ट रिपोर्ट पॉजिटिव आया है। वह सरकार द्वारा जारी प्रोटोकॉल का पालन करते हुए आइसोलेशन में रहेंगी।

    — Jairam Ramesh (@Jairam_Ramesh) August 13, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ଜୁନ୍ ୨ରେ କୋରୋନା ସଂକ୍ରମିତ ହୋଇଥିଲେ ସୋନିଆ ଗାନ୍ଧୀ । ଯେଉଁଥି ପାଇଁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡିରେ ସେ ହାଜର ହୋଇପାରିନଥିଲେ । ସୁସ୍ଥ ହେବାପରେ ଇଡି ପଚରା ଉଚୁରା କରିଥିଲା । ଅଗଷ୍ଟ ୧୦ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.