ETV Bharat / bharat

ପାକିସ୍ତାନ ନ୍ୟାସନାଲ ଡେ'ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା, ଚିଠି ଲେଖି ଇମ୍ରାନଙ୍କୁ ଦେଲେ ପରାମର୍ଶ

ପାକିସ୍ତାନର ନ୍ୟାସନାଲ ଡେ'ରେ ପିଏମ ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପାକିସ୍ତାନ ନ୍ୟାସନାଲ ଡେ'ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା, ଚିଠି ଲେଖି ଇମ୍ରାନଙ୍କୁ ଦେଲେ ପରାମର୍ଶ
ପାକିସ୍ତାନ ନ୍ୟାସନାଲ ଡେ'ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା, ଚିଠି ଲେଖି ଇମ୍ରାନଙ୍କୁ ଦେଲେ ପରାମର୍ଶ
author img

By

Published : Mar 23, 2021, 10:49 PM IST

ନୂଆଦିଲ୍ଲୀ: ପାକିସ୍ତାନର ନ୍ୟାସନାଲ ଡେ'ରେ ପିଏମ ଇମ୍ରାନ ଖାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଚିଠି ଲେଖି କହିଛନ୍ତି, ପଡୋଶୀ ଦେଶ ମଧ୍ୟରେ ଭରସା ଆଉ ବିଶ୍ବାସର ସମ୍ପର୍କ ରହିବା ଆବଶ୍ୟକ । ଆତଙ୍କବାଦର କୌଣସି ସ୍ଥାନ ନାହିଁ ।

ପ୍ରଧାନମନ୍ତ୍ରୀ ଚିଠିରେ ଲେଖିଛନ୍ତି, ପାକିସ୍ତାନ ଠାରୁ ଭାରତ ବନ୍ଧୁତ୍ବର ସମ୍ପର୍କ ଚାହୁଁଛି । ଆଉ ବନ୍ଧୁତା ପାଇଁ ଆତଙ୍କବାଦ ମୁକ୍ତ ବାତାବରଣର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ଚିଠି ମାଧ୍ୟମରେ ପରାମର୍ଶ ଦେଇ କହିଛନ୍ତି, ଭାରକ ପାକିସ୍ତାନଠାରୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ଚାହୁଁଛି । ଏଥିପାଇଁ ପରସ୍ପର ମଧ୍ୟରେ ବିଶ୍ବାସ ଓ ଆତଙ୍କବାଦର ଅନ୍ତ ଜରୁରୀ । ଏହାପୂର୍ବରୁ ମାର୍ଚ୍ଚ 20ରେ ଇମ୍ରାନ ଖାନଙ୍କୁ କୋରୋନାରୁ ଶିଘ୍ର ସୁସ୍ଥ ହେବା ନେଇ କାମନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.