ETV Bharat / bharat

ଦ୍ବିତୀୟ ଲହରୀ ପୂର୍ବରୁ ରପ୍ତାନୀ ହୋଇଛି 6 କୋଟି ଭ୍ୟାକ୍ସିନ - ଭ୍ୟାକ୍ସିନ ରପ୍ତାନୀ

କୋରୋନାର ଦ୍ବିତୀୟ ଲହରୀ ପୂର୍ବରୁ 6 କୋଟି ଭ୍ୟାକ୍ସିନ ରପ୍ତାନୀ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏନେଇ ସୂଚନା ଦେଇଛନ୍ତି ସେରମ ସିଇଓ ଅଦାର ପୁନାୱାଲା । ଅଧିକ ପଢନ୍ତୁ...

ଦ୍ବିତୀୟ ଲହରୀ ପୂର୍ବରୁ ରପ୍ତାନୀ ହୋଇଛି 6 କୋଟି ଭ୍ୟାକ୍ସିନ

author img

By

Published : Jun 30, 2021, 10:35 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଯୁଦ୍ଧରେ ଅସ୍ତ୍ର ସାଜିଛି ଟିକା । କୋରୋନାକୁ ମାତ ଦେବାକୁ ଦେଶରେ ଚାଲିଛି ବ୍ୟାପକ ଟୀକାକରଣ ଅଭିଯାନ । କୋରୋନାର ଦ୍ବିତୀୟ ଲହରୀ ପୂର୍ବରୁ 6 କୋଟି ଭ୍ୟାକ୍ସିନ ରପ୍ତାନୀ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏନେଇ ସୂଚନା ଦେଇଛନ୍ତି ସେରମ ସିଇଓ ଅଦାର ପୁନାୱାଲା ।

ଅଦାର ପୁନାୱାଲା କହିଛନ୍ତି, କୋରୋନାର ଦ୍ବିତୀୟ ଲହରୀ ପରେ ସମସ୍ତଙ୍କ ଧ୍ୟାନ ଭାରତ ଉପରେ ରହିଛି । ଇଣ୍ଡିଆ ଗ୍ଲୋବାଲ ଫୋରମରେ ଅଦାର ପୁନାୱାଲା କହିଛନ୍ତି, ଜିନିଷ ଭୁଲ ଦିଗରେ ଯାଇଛି । ବିଶ୍ବ ଆବଶ୍ୟକତାକୁ ପୁରା କରିବା ପାଇଁ କୋଟି କୋଟି ଡଲାରର ଭ୍ୟାକ୍ସିନର ଆବଶ୍ୟକତା ରହିଛି ।

ଦୁନିଆରେ ସମସ୍ତ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମିଶି କାମ କରାଯାଉଛି । କାରଣ ଏହାର ଦ୍ବିତୀୟ ବିକଳ୍ପ ନାହିଁ । ଭ୍ୟାକ୍ସିନର ଉତ୍ପାଦନ ବୃଦ୍ଧି କରାଯାଉଥିବା କହିଛନ୍ତି ଅଦାର ।

ଅଭାବ ପ୍ରକୃତରେ ସବୁବେଳେ ଏପରି ପରିସ୍ଥିତି ସୃଷ୍ଟି କରିଥାଏ ଯେଉଁଠାରେ କିଛି ଦେଶକୁ ଟିକା ଦେଇପାରିବା ହେତୁ କିଛି ଦେଶକୁ ଅପେକ୍ଷା କରିବାକୁ ପଡେ । ଏହିଠାରେ କୋଭାକ୍ସ ଏକ ଭୂମିକା ଗ୍ରହଣ କରିଥାଏ ଏବଂ ଭାରତ ଅନେକ ଡୋଜ ରପ୍ତାନୀ କରିବା ଆରମ୍ଭ କରିଥିଲୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.