ETV Bharat / bharat

ପିଏମସି ବ୍ୟାଙ୍କ ଠକେଇ, ସଞ୍ଜୟ ରାୱତଙ୍କ ପତ୍ନୀଙ୍କୁ ଇଡିର ନୋଟିସ

ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ପତ୍ନୀ ବର୍ଷା ରାୱତଙ୍କୁ ପ୍ରର୍ବତ୍ତନ ନିର୍ଦ୍ଦେଶଳାୟ ନୋଟିସ । ଅଧିକ ପଢନ୍ତୁ...

author img

By

Published : Dec 28, 2020, 12:29 PM IST

ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ପତ୍ନୀଙ୍କୁ ଇଡିର ନୋଟିସ

ମୁମ୍ବାଇ: ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ପତ୍ନୀ ବର୍ଷା ରାୱନ୍ତଙ୍କୁ ପ୍ରର୍ବତ୍ତନ ନିର୍ଦ୍ଦେଶଳାୟ ନୋଟିସ ଜାରି କରିଛି । ଏନେଇ ସଞ୍ଜୟ ରାୱତଙ୍କୁ ପଚରାଯିବାରୁ ସେ କୌଣସି ନୋଟିସ ପାଇନଥିବା କହିଛନ୍ତି ।

ରବିବାର ଇଡି ବର୍ଷା ରାୱନ୍ତଙ୍କୁ ନାଁରେ ନୋଟିସ ଜାରି କରିଥିଲା । ପିଏମସି ବ୍ୟାଙ୍କ ଠକେଇରେ ଶିବସେନା ମୁଖପାତ୍ର ସଞ୍ଜୟ ରାୱତଙ୍କ ପତ୍ନୀ ବର୍ଷା ରାୱନ୍ତଙ୍କୁ ସଂପୃକ୍ତି ନେଇ ଇଡି ଏହି ସମନ ଜାରି କରିଥିବା ଜଣାପଡିଛି । ଧାରା 67 ଜରିଆରେ ବର୍ଷା ରାୱତଙ୍କୁ ଇଡିର ସମନ ଜାରି ହୋଇଛି । ତାଙ୍କୁ 29 ତାରିଖରେ ଜେରା ପାଇଁ ଇଡି ଅଫିସରେ ହାଜର ହେବାକୁ ସମନ ଜାରି ହୋଇଛି ।

ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଇଡି ପକ୍ଷରୁ କୌଣସି ନୋଟିସ ପାଇନଥିବା କହିଛନ୍ତି ସଞ୍ଜୟ ରାୱତ । ଏହାକୁ ନେଇ ସମ୍ପୂର୍ଣ୍ଣ ରାଜନୀତି କରାଯାଉଛି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.