ETV Bharat / bharat

ଶଶିକଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର - Shashikala Natarajan\

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶୀକଳା ଅସୁସ୍ଥ ରହିଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Shashikala Natarajan health update
ଶଶିକଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର
author img

By

Published : Jan 24, 2021, 9:13 PM IST

ବେଙ୍ଗାଲୁରୁ: ଶଶିକଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶଶିକଳା ନଟରାଜନ କୋରୋନାରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି । ସେ ବର୍ତ୍ତମାନ ବାଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ଭିକେ ଶଶୀକଳା ଅସୁସ୍ଥ ରହିଛନ୍ତି । ଏନେଇ ଭିକ୍ଟୋରିଆ ହସ୍ପିଟାଲ ପକ୍ଷରୁ ମୋଡିକାଲ ବୁଲେଟିନ ଜାରୀ କରିଛନ୍ତି । ବର୍ତ୍ତମାନ ଜ୍ବର କମି ଯାଇଛି ଏବଂ କୃତ୍ରିମ ଶ୍ବାସକ୍ରିୟା ଜାରି ରହିଛି। କୋରୋନା ଭାଇରସ ଲକ୍ଷଣ କମ ରହିଛି । ଡାକ୍ତରଖାନା ଦ୍ବାରା ଖାଦ୍ୟ ପ୍ରଦାନ କରାଯାଉଛି | ସେ ଆଇସିୟୁ କୋରୋନା ୱାର୍ଡରେ ଖାଦ୍ୟ ଖାଇବା ପରେ ବୁଲୁଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି।

ସୂଚନାଥାଉକି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଡିଏମକେ ପ୍ରତିଷ୍ଠାତା ଜୟଲଳିତଙ୍କ ଘନିଷ୍ଠ ସହଯୋଗୀ ଥିଲେ ଭିକେ ଶଶୀକଳା । ସେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବର୍ତ୍ତମାନ ଜେଲଦଣ୍ଡ ଭୋଗୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.