", "primaryImageOfPage": { "@id": "https://etvbharatimages.akamaized.net/etvbharat/prod-images/768-512-15001541-thumbnail-3x2-gjkg.JPG" }, "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-15001541-thumbnail-3x2-gjkg.JPG" } } }
", "articleSection": "bharat", "articleBody": "ନ୍ୟୁୟର୍କର ବ୍ରୁକଲିନ୍ରେ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ । 16 ଗୁରୁତର । ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ଗ୍ୟାସ୍ ମାସ୍କ ପିନ୍ଧିଥିବା କୁହାଯାଉଛି । ଅଧିକ ପଢନ୍ତୁଓ୍ବାଶିଂଟନ: ନ୍ୟୁୟର୍କର ବ୍ରୁକଲିନ୍‌ର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ । ଗ୍ୟାସ ମାସ୍କ ପିନ୍ଧି ଅତର୍କିତ ଗୁଳି ଚଳାଇଲା ଦୁବୃର୍ତ୍ତ । ଷ୍ଟେସନ ଭିତରେ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ଲୋକେ । ତେବେ ଏଥିରେ 16 ଗୁରୁତର ହୋଇଥିବା ବେଳେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସ୍ଥାନୀୟ ସମୟ ସକାଳ ପ୍ରାୟ 8ଟା ବେଳେ ଏହି କାଣ୍ଡ ଘଟାଇଛି ଦୁର୍ବୃତ୍ତ । ଏଥିରେ ପ୍ରାୟ 16 ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ଗ୍ୟାସ୍ ମାସ୍କ ପିନ୍ଧିଥିବା କୁହାଯାଉଛି । In regard to the multiple people shot at the 36th Street subway station in Brooklyn, there are NO active explosive devices at this time. Any witnesses are asked to call @NYPDTips at #800577TIPS. Please stay clear of the area. More provided information when available. pic.twitter.com/8UoiCAXemB— NYPD NEWS (@NYPDnews) April 12, 2022 ଘଟଣା ସମ୍ପର୍କରେ ନ୍ୟୁୁୟୋର୍କ ପୋଲିସ ଟ୍ବିଟରେ ସୂଚନା ଦେଇ କହିଛି, ସହରର 36-ଷ୍ଟ୍ରିଟରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସେଠାରେ କୌଣସି ପ୍ରକାର ସକ୍ରିୟ ବିସ୍ଫୋରକ ଜବତ ହୋଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି । ଘଟଣା ନେଇ ଆଡଭାଇଜରୀ ଜାରି କରାଯାଇଛି । ଯାତାୟତ ପାଇଁ ଉକ୍ତ ଷ୍ଟ୍ରିଟ ବ୍ୟବହାର ନକରିବା ପାଇଁ କୁହାଯାଇଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ଘଟଣାସ୍ଥଳରେ କୌଣସି ଅଫୁଟା ବିସ୍ଫୋଟକ ଥିବା ରିପୋର୍ଟକୁ ମଧ୍ୟ ଖଣ୍ଡନ କରିଛି ନ୍ୟୁୟର୍କ ପୋଲିସ । At least 13 people have been injured in a shooting incident at a subway station in the New York City borough of Brooklyn, where "several undetonated devices" were recovered, authorities said Tuesday: AFP News Agency(Pics Source: Reuters) pic.twitter.com/zPIq4tNg7e— ANI (@ANI) April 12, 2022 ଗୁଳିକାଣ୍ଡ ସମ୍ବନ୍ଧରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରିଛନ୍ତି । ହ୍ବାଇଟ ହାଉସର ବରିଷ୍ଠ ଅଧିକାରୀମାନେ ନ୍ୟୁୟୁର୍କ ମେୟର ଏବଂ ପୋଲିସ କମିଶନରଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଥିବା ହ୍ବାଇଟ ହାଉସର ପ୍ରେସ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି । US President Joe Biden has been briefed on the latest developments regarding the New York City subway shooting. White House senior staff are in touch with Mayor Adams and Police Commissioner Sewell to offer any assistance as needed: Jen Psaki, White House Press Secretary— ANI (@ANI) April 12, 2022 ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି, ନ୍ୟୁୟର୍କ ସିଟି ପୋଲିସ କମିଶନର କେଚାଣ୍ଟ ସେଓ୍ବେଲ୍ । ବର୍ତ୍ତମାନ ଘଟଣାସ୍ଥଳରେ କୌଣସି ବିସ୍ଫୋରକ ନାହିଁ । ଏହାକୁ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ତଦନ୍ତ ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନୀ ନେଇ ଖବର ନାହିଁ । ସେ ପୁଣି କହିଛନ୍ତି, ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ସେ ଗୁଳିମାଡ ପରେ ଧୂଆଁକୁ ଖୋଲିଥିଲା । ଦୁର୍ବୃତ୍ତ ଉଚ୍ଚତା 5 ଫୁଟ୍ 5 ଇଞ୍ଚ ଲମ୍ବ । ସେ ଏକ ନିଳ ରଙ୍ଗର ହୁଡ୍ ଟି-ସାର୍ଟ ପିନ୍ଧିଥିଲା । The accused filled the train with smoke and opened fire on the passengers. He was reportedly a Black male, 5'5" tall, with a heavy build. Wearing a green construction-type vest and a grey hooded sweatshirt: Keechant Sewell, New York City Police Commissioner pic.twitter.com/uVf7R8l25i— ANI (@ANI) April 12, 2022 There are currently no known explosive devices on the subway train. This is not being investigated as an act of terrorism at this time. Reportedly we have no one with life-threatening injuries: Keechant Sewell, New York City Police Commissioner pic.twitter.com/3M202ANlcz— ANI (@ANI) April 12, 2022 ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/bharat/several-shot-at-in-subway-station-in-new-yorks-brooklyn-cops-say-no-active-explosives/or20220412200017814", "inLanguage": "or", "datePublished": "2022-04-12T20:00:22+05:30", "dateModified": "2022-04-12T22:47:12+05:30", "dateCreated": "2022-04-12T20:00:22+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-15001541-thumbnail-3x2-gjkg.JPG", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/bharat/several-shot-at-in-subway-station-in-new-yorks-brooklyn-cops-say-no-active-explosives/or20220412200017814", "name": "NEW YORK SUBWAY ATTACK: ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ, 16 ଗୁରୁତର", "image": "https://etvbharatimages.akamaized.net/etvbharat/prod-images/768-512-15001541-thumbnail-3x2-gjkg.JPG" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-15001541-thumbnail-3x2-gjkg.JPG", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } } ", "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-15001541-thumbnail-3x2-gjkg.JPG", "width": 900, "height": 1600 }, "mainEntityOfPage": "https://www.etvbharat.comoriya/odisha/bharat/several-shot-at-in-subway-station-in-new-yorks-brooklyn-cops-say-no-active-explosives/or20220412200017814", "headline": "NEW YORK SUBWAY ATTACK: ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ, 16 ଗୁରୁତର", "author": { "@type": "THING", "name": "undefined" } }

ETV Bharat / bharat

NEW YORK SUBWAY ATTACK: ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ, 16 ଗୁରୁତର - New Yorkରେ ଗୁଳିକାଣ୍ଡ ଫାଏରିଂ

ନ୍ୟୁୟର୍କର ବ୍ରୁକଲିନ୍ରେ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ । 16 ଗୁରୁତର । ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ଗ୍ୟାସ୍ ମାସ୍କ ପିନ୍ଧିଥିବା କୁହାଯାଉଛି । ଅଧିକ ପଢନ୍ତୁ

ଗୁଳିକାଣ୍ଡରେ ଏକାଧିକ ମୃତାହତ ଆଶଙ୍କା
ଗୁଳିକାଣ୍ଡରେ ଏକାଧିକ ମୃତାହତ ଆଶଙ୍କା
author img

By

Published : Apr 12, 2022, 8:00 PM IST

Updated : Apr 12, 2022, 10:47 PM IST

ଓ୍ବାଶିଂଟନ: ନ୍ୟୁୟର୍କର ବ୍ରୁକଲିନ୍‌ର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ । ଗ୍ୟାସ ମାସ୍କ ପିନ୍ଧି ଅତର୍କିତ ଗୁଳି ଚଳାଇଲା ଦୁବୃର୍ତ୍ତ । ଷ୍ଟେସନ ଭିତରେ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ଲୋକେ । ତେବେ ଏଥିରେ 16 ଗୁରୁତର ହୋଇଥିବା ବେଳେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ

ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସ୍ଥାନୀୟ ସମୟ ସକାଳ ପ୍ରାୟ 8ଟା ବେଳେ ଏହି କାଣ୍ଡ ଘଟାଇଛି ଦୁର୍ବୃତ୍ତ । ଏଥିରେ ପ୍ରାୟ 16 ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ଗ୍ୟାସ୍ ମାସ୍କ ପିନ୍ଧିଥିବା କୁହାଯାଉଛି ।

  • In regard to the multiple people shot at the 36th Street subway station in Brooklyn, there are NO active explosive devices at this time. Any witnesses are asked to call @NYPDTips at #800577TIPS. Please stay clear of the area. More provided information when available. pic.twitter.com/8UoiCAXemB

    — NYPD NEWS (@NYPDnews) April 12, 2022 " class="align-text-top noRightClick twitterSection" data=" ">

ଘଟଣା ସମ୍ପର୍କରେ ନ୍ୟୁୁୟୋର୍କ ପୋଲିସ ଟ୍ବିଟରେ ସୂଚନା ଦେଇ କହିଛି, ସହରର 36-ଷ୍ଟ୍ରିଟରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସେଠାରେ କୌଣସି ପ୍ରକାର ସକ୍ରିୟ ବିସ୍ଫୋରକ ଜବତ ହୋଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି । ଘଟଣା ନେଇ ଆଡଭାଇଜରୀ ଜାରି କରାଯାଇଛି । ଯାତାୟତ ପାଇଁ ଉକ୍ତ ଷ୍ଟ୍ରିଟ ବ୍ୟବହାର ନକରିବା ପାଇଁ କୁହାଯାଇଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ଘଟଣାସ୍ଥଳରେ କୌଣସି ଅଫୁଟା ବିସ୍ଫୋଟକ ଥିବା ରିପୋର୍ଟକୁ ମଧ୍ୟ ଖଣ୍ଡନ କରିଛି ନ୍ୟୁୟର୍କ ପୋଲିସ ।

  • At least 13 people have been injured in a shooting incident at a subway station in the New York City borough of Brooklyn, where "several undetonated devices" were recovered, authorities said Tuesday: AFP News Agency

    (Pics Source: Reuters) pic.twitter.com/zPIq4tNg7e

    — ANI (@ANI) April 12, 2022 " class="align-text-top noRightClick twitterSection" data=" ">

ଗୁଳିକାଣ୍ଡ ସମ୍ବନ୍ଧରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରିଛନ୍ତି । ହ୍ବାଇଟ ହାଉସର ବରିଷ୍ଠ ଅଧିକାରୀମାନେ ନ୍ୟୁୟୁର୍କ ମେୟର ଏବଂ ପୋଲିସ କମିଶନରଙ୍କ ସହ ନିରନ୍ତର ଯୋଗାଯୋଗରେ ରହି ଘଟଣା ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଥିବା ହ୍ବାଇଟ ହାଉସର ପ୍ରେସ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି ।

  • US President Joe Biden has been briefed on the latest developments regarding the New York City subway shooting. White House senior staff are in touch with Mayor Adams and Police Commissioner Sewell to offer any assistance as needed: Jen Psaki, White House Press Secretary

    — ANI (@ANI) April 12, 2022 " class="align-text-top noRightClick twitterSection" data=" ">

ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି, ନ୍ୟୁୟର୍କ ସିଟି ପୋଲିସ କମିଶନର କେଚାଣ୍ଟ ସେଓ୍ବେଲ୍ । ବର୍ତ୍ତମାନ ଘଟଣାସ୍ଥଳରେ କୌଣସି ବିସ୍ଫୋରକ ନାହିଁ । ଏହାକୁ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ତଦନ୍ତ ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନୀ ନେଇ ଖବର ନାହିଁ । ସେ ପୁଣି କହିଛନ୍ତି, ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ସେ ଗୁଳିମାଡ ପରେ ଧୂଆଁକୁ ଖୋଲିଥିଲା । ଦୁର୍ବୃତ୍ତ ଉଚ୍ଚତା 5 ଫୁଟ୍ 5 ଇଞ୍ଚ ଲମ୍ବ । ସେ ଏକ ନିଳ ରଙ୍ଗର ହୁଡ୍ ଟି-ସାର୍ଟ ପିନ୍ଧିଥିଲା ।

  • The accused filled the train with smoke and opened fire on the passengers. He was reportedly a Black male, 5'5" tall, with a heavy build. Wearing a green construction-type vest and a grey hooded sweatshirt: Keechant Sewell, New York City Police Commissioner pic.twitter.com/uVf7R8l25i

    — ANI (@ANI) April 12, 2022 " class="align-text-top noRightClick twitterSection" data=" ">
  • There are currently no known explosive devices on the subway train. This is not being investigated as an act of terrorism at this time. Reportedly we have no one with life-threatening injuries: Keechant Sewell, New York City Police Commissioner pic.twitter.com/3M202ANlcz

    — ANI (@ANI) April 12, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2022, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.