ETV Bharat / bharat

ସୁନା ଚୋରା ଚାଲାଣ, ପ୍ରାୟ ୩ କେଜିର ସୁନା ବିସ୍କୁଟ ଜବତ କଲା ପୋଲିସ

author img

By

Published : Apr 7, 2022, 10:43 PM IST

ସୁନା କାରବାର ମାମଲାରେ ଜଣଙ୍କୁ ଗିରଫ କଲା ମଣିପୁର ପୋଲିସ । ତେବେ ମିଆଁମାରରୁ ମଣିପୁରରୁ ସୁନା ଚାଲାଣ ଅଭିଯୋଗରେ ଜଣେ ଗିରଫ ହୋଇଥିବାବେଳେ ଅଭିଯୁକ୍ତ ନିକଟରୁ ପ୍ରାୟ ୩ କିଲୋଗ୍ରାମର ସୁନା ବିସ୍କୁଟ ଜବତ କରିଛି କରିଛି ପୋଲିସ । ଅଧିକ ପଢନ୍ତୁ

ସୁନା ଚୋରା ଚାଲାଣ, ପ୍ରାୟ ୩ କେଜିର ସୁନା ବିସ୍କୁଟ ଜବତ କଲା ପୋଲିସ
ସୁନା ଚୋରା ଚାଲାଣ, ପ୍ରାୟ ୩ କେଜିର ସୁନା ବିସ୍କୁଟ ଜବତ କଲା ପୋଲିସ

ଇମ୍ପାଲ: ସୁନା କାରବାର ମାମଲାରେ ଜଣଙ୍କୁ ଗିରଫ କଲା ମଣିପୁର ପୋଲିସ । ତେବେ ମିଆଁମାରରୁ ମଣିପୁରରୁ ସୁନା ଚାଲାଣ ଅଭିଯୋଗରେ ଜଣେ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ନିକଟରୁ ପ୍ରାୟ ୩ କିଲୋଗ୍ରାମର ସୁନା ବିସ୍କୁଟ ଜବତ କରିଛି କରିଛି ପୋଲିସ । ଏଥିସହ ଜବତ ହୋଇଥିବା ଏହି ସୁନାର ମୂଲ୍ୟ ପ୍ରାୟ ୧.୫୦ କୋଟି ଟଙ୍କା ହେବ ବୋଲି ପୋଲିସ କହିଛି ।

ସେହିପରି ସୁନା ଚୋରା ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଏହି ଆଧାରରେ ପୋଲିସ ଏକ କାରକୁ ମଣିପୁରର କାକଚିଙ୍ଗ ଜିଲ୍ଲାରେ ଅଟକାଇ ଯାଞ୍ଚ କରିଥିଲା । ତେବେ ଯାଞ୍ଚ ସମୟରେ ଏଥିରେ ୧୮ଟି ସୁନା ବିସ୍କୁଟ ପୋଲିସକୁ ମିଳିବା ସହ ଏହାକୁ ଜବତ କରିଛି ।

ସେହିଭଳି ପୋଲିସକୁ ପ୍ରଶଂସା କରି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଟ୍ୱିଟ କରି କହିଛନ୍ତି ଯେ, ସୁନା ଚୋରା ଚାଲାଣକାରୀଙ୍କ ନିକଟରୁ ପୋଲିସ ବିପୁଳ ପରିମାଣର ସୁନା ଜବତ କରିଛନ୍ତି । ଏଥିସହ ଆମେ ଚୋରା ଚାଲାଣକାରୀଙ୍କ ବିରୋଧରେ କଟକଣା ଜୋରଦାର ମଧ୍ୟ କରାଯାଇଛି । ତଥାପି କାକଚିଙ୍ଗ ପୋଲିସ ହାତରେ ମୋରେହ ଅଞ୍ଚଳର ୱାର୍ଡ ନମ୍ବର ୮ରେ ରହୁଥିବା ପ୍ରକାଶ କ୍ଷତ୍ରି(୨୩) ଏହି ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିବା ସେ ଟୁଇଟ୍‌ କରି କହିଛନ୍ତି । ଏଥିସହ ପୋଲିସ ଆଜି ପାଲ୍ଲଲେ ଚେକ୍ ପୋଷ୍ଟରେ ଯାଞ୍ଚ କରିବା ସମୟରେ ୧୮ଟି ସୁନା ବିସ୍କୁଟ ଜବତ କରିବା ସହ ଯାହାର ଓଜନ ୨.୯ କିଲୋଗ୍ରମ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

  • Gold smuggler busted with large amount of gold!

    As we intensify the crackdown against the smugglers, the Kakching Police has apprehended one Prakash Kshetri (23) a resident of Moreh, Ward No 8 along with 18 bars of gold weighing 2.9 kgs during frisking at Pallel check-post today pic.twitter.com/WPet7eSXaJ

    — N.Biren Singh (@NBirenSingh) April 7, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଆବଶ୍ୟକ ଥିବା ଔପଚାରିକତା ପୂର୍ଣ୍ଣ ହେଲା ପରେ ଜବତ ସୁନା ସହ ଅଭିଯୁକ୍ତକୁ କଷ୍ଟମ୍‌ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏଥିସହ ପୋଲିସ ଅଧିକାରୀ କହିବା ଅନୁଯାୟୀ, ମିଆଁମାର ସୀମାରେ ଭାରତର ଦ୍ରୁତ ବିକାଶଶୀଳ ବାଣିଜ୍ୟ ପଏଣ୍ଟ ଏବଂ ସୀମାର ଅପର ପାର୍ଶ୍ୱରେ ତମୁ ସହର ଏହି ସୁନା ଅଣାଯାଇଥିବା ଅନୁମାନ କରାଯାଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.