ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି । ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ମୋହନ ସିଂ ରାଠୱା । ସେ ତାଙ୍କ ଇସ୍ତଫାପତ୍ର ଗୁଜୁରାଟର କଂଗ୍ରେସ କମିଟି ସଭାପତି ଜଗଦୀଶ ଠାକୁରଙ୍କ ନିକଟରେ ଇସ୍ତଫା ଦେଇଥିଲେ । ତାର ମାତ୍ର କିଛି ଘଣ୍ଟା ପରେ ସେ ବିଦ୍ଧବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
-
Ahmedabad, Gujarat | Senior Gujarat Congress leader Mohansinh Rathwa quits the party and joins the BJP. pic.twitter.com/zCCYTBnpaI
— ANI (@ANI) November 8, 2022 " class="align-text-top noRightClick twitterSection" data="
">Ahmedabad, Gujarat | Senior Gujarat Congress leader Mohansinh Rathwa quits the party and joins the BJP. pic.twitter.com/zCCYTBnpaI
— ANI (@ANI) November 8, 2022Ahmedabad, Gujarat | Senior Gujarat Congress leader Mohansinh Rathwa quits the party and joins the BJP. pic.twitter.com/zCCYTBnpaI
— ANI (@ANI) November 8, 2022
ମୋହନ ସିଂ ରାଠୱା ୧୦ ଥର ଜଣେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସେ ଗୁଜୁରାଟର ଛୋଟା ଉଦୟପୁର ବିଧାନସଭା ଆସନରୁ ବିଧାୟକ ରହିଛନ୍ତି । ସେ ଗୁଜରାଟର ପ୍ରମୁଖ ଆଦିବାସୀ ନେତା ଭାବେ ମଧ୍ୟ ଜଣାଶୁଣା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ