ETV Bharat / bharat

ଆଉ ନାହାଁନ୍ତି କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲି - ଏମସ

କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲିଙ୍କ ଦେହାନ୍ତ । ଶନିବାର ଦିଲ୍ଲୀ ଏମସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 67 ବୟସ ହୋଇଥିଲା । ଅଧିକ ପଢନ୍ତୁ...

ଆଉ ନାହାଁନ୍ତି କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲି

author img

By

Published : Oct 30, 2021, 8:35 AM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲିଙ୍କ ଦେହାନ୍ତ । ଶନିବାର ଦିଲ୍ଲୀ ଏମସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 67 ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ଜିଏସ ବାଲିଙ୍କ ମୃତ୍ୟୁ ଖବର ତାଙ୍କ ପୁଅ ରଘୁବୀର ସିଂ ବାଲି ଟୁଇଟ ଯୋଗେ ଦେଇଛନ୍ତି । ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ମୋର ପିତା ତଥା ଆପଣଙ୍କ ପ୍ରିୟ ନେତା ଜିଏସ ବାଲି ଜୀ ଆମ ସହିତ ଆଉ ନାହାଁନ୍ତି ।

  • बड़े ही दुखद मन से सूचित करना पड़ रहा है कि मेरे पूजनीय पिताजी और आप सबके प्रिय श्री GS Bali जी अब हमारे बीच नहीं रहे। बीती रात उन्होंने दिल्ली के AIIMS में आखिर सांस ली।
    पिताजी भले ही दुनिया में नहीं हैं लेकिन उनके आदर्श और मार्गदर्शन हमारे और आपके दिलों में हमेशा कायम रहेंगे। pic.twitter.com/4qvEHnM5Gb

    — Raghubir Singh Bali (@RSBaliHP) October 30, 2021 " class="align-text-top noRightClick twitterSection" data=" ">

ଗତକାଲି (ଶୁକ୍ରବାର) ରାତିରେ ସେ ଦିଲ୍ଲୀ ଏମସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୋ ବାପା ହୁଏତ ନଥାଇ ପାରନ୍ତି। ଏହି ଦୁନିଆ କିନ୍ତୁ ତାଙ୍କର ଆଦର୍ଶ ଏବଂ ମାର୍ଗଦର୍ଶନ ସବୁଦିନ ପାଇଁ ମନେରଖିବ । ସେ ଆମ ହୃହୟରେ ଚିର ଦିନ ପାଇଁ ରହିବେ ବୋଲି ସେ ଉଲ୍ଲେଖ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଜିଏସ ବାଲି ଜଣେ ଆଦର୍ଶ ନେତା ଥିଲେ । ବାଲି 1954ରେ ହିମାଚଳ ପ୍ରଦେଶର କାଙ୍ଗ୍ରା ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଦେହାନ୍ତରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିବା ସହ ଆମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.