ETV Bharat / bharat

ଆଜି ବଜାରରେ ମିଳିବ DRDO ଆଣ୍ଟିକୋଭିଡ 2-DG

author img

By

Published : May 26, 2021, 10:18 PM IST

Updated : May 27, 2021, 6:56 AM IST

ଡିଆରଡିଓ ପକ୍ଷରୁ ବିକଶିତ ଆଣ୍ଟି କୋଭିଡ ଔଷଧ 2-ଡିଜିର ଦ୍ବିତୀୟ ପର୍ଯ୍ୟାୟ ଆଜି (ଗୁରୁବାର) ଜାରି କରାଯିବ । ଏହାକୁ ଜାରି କରିବ ଡକ୍ଟର ରେଡ୍ଡୀ ଲ୍ୟାବ । ଅଧିକ ପଢନ୍ତୁ...

ବଜାରରେ ମିଳିବ DRDO ଆଣ୍ଟିକୋଭିଡ 2-DG, ଗୁରୁବାର ଜାରି ହେବ ଦ୍ବିତୀୟ ବ୍ୟାଚ୍‌

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ବିକଶିତ ଆଣ୍ଟି କୋଭିଡ ଔଷଧ 2-ଡିଜିର ଦ୍ବିତୀୟ ପର୍ଯ୍ୟାୟ ଆଜି(ଗୁରୁବାର) ଜାରି କରାଯିବ । ଏହାକୁ ଜାରି କରିବ ଡକ୍ଟର ରେଡ୍ଡୀ ଲ୍ୟାବ ।

ଦ୍ବିତୀୟ ପର୍ଯ୍ୟାୟରେ 2 ଡିଜି ଔଷଧର 1000 ଶିଶି ଜାରି କରାଯିବ । ସୂଚନା ଅନୁଯାୟୀ, ଏହି ଔଷଧ ଏବେ ବଜାରରେ ମଧ୍ୟ ଉପଲବ୍ଧ ହେବ । ଡିଆରଡିଓ ପକ୍ଷରୁ ବିକଶିତ ଆଣ୍ଟି କୋଭିଡ ଡ୍ରଗ୍ 2-ଡିଜିର ପ୍ରଥମ ବ୍ୟାଚ୍ ମେ 17ରେ ଜାରି କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ କହିଛନ୍ତି ଯେ 2-ଡିଜି ଔଷଧ ଆତ୍ମନିର୍ଭର ଦିଗରେ ଏକ ମାଇଲଖୁଣ୍ଟ । କୋରୋନାର ମାଧ୍ୟମ ଏବଂ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ବ୍ୟବହାର କରିବାକୁ ଡିଜିସିଆଇ ପକ୍ଷରୁ ମଞ୍ଜୁରୀ ମିଳିସାରିଛି ।

Last Updated : May 27, 2021, 6:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.