ETV Bharat / bharat

ଆକାଶମାର୍ଗରୁ ବୈଜ୍ଞାନିକଙ୍କ ଋଷିଗଙ୍ଗା ନଦୀ ପରିଦର୍ଶନ; ପ୍ରସ୍ତୁତ ହେବ ସର୍ଭେ ରିପୋର୍ଟ - ବୈଜ୍ଞାନିକ

ଆକାଶମାର୍ଗରୁ ଚମୋଲି ଋଷିଗଙ୍ଗା ନଦୀ ପରିଦର୍ଶନ କରିଛନ୍ତି ବୈଜ୍ଞାନିକଙ୍କ ଏକ ଟିମ । ପରିଦର୍ଶନରେ ଥିବା ଏହି ଟିମ ସର୍ଭେ ରିପୋର୍ଟ ସରକାରଙ୍କୁ ପ୍ରଦାନ କିରବ । ଅଧିକ ପଢନ୍ତୁ...

ଆକାଶମାର୍ଗରୁ ବୈଜ୍ଞାନିକଙ୍କ ଋଷିଗଙ୍ଗା ନଦୀ ପରିର୍ଦଶନ

author img

By

Published : May 30, 2021, 9:40 AM IST

ଡେରାଡୁନ: ଆକାଶମାର୍ଗରୁ ଚମୋଲି ଋଷିଗଙ୍ଗା ନଦୀ ପରିର୍ଦଶନ କରିଛନ୍ତି ବୈଜ୍ଞାନିକମାନଙ୍କ ଏକ ଟିମ । ଗ୍ଲାସିୟରରେ କ୍ଷତିଗ୍ରସ୍ତ ହୋଇଥିବା ଗାଁ ଗୁଡିକ ଉପରେ ଏକ ସର୍ଭେ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ପରିଦର୍ଶନରେ ଥିବା ଏହି ଟିମ ସର୍ଭେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ ।

ବୈଜ୍ଞାନିକଙ୍କର ଏକ ଟିମ ଋଷିଗଙ୍ଗା ଗ୍ଲାସିୟରକୁ ଆକାଶମାର୍ଗରୁ ପରିଦର୍ଶନରେ ବାହାରିଛନ୍ତି । ବର୍ତ୍ତମାନ ଋଷିଗଙ୍ଗା ଗ୍ଲାସିୟର କୌଣିସ ବିପଦ ନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡିଜିପି ଅଶୋକ କୁମାର ।

ପ୍ରକାଶ ଥଉ କି, ଏପ୍ରିଲ 23ରେ ଭାରତ ଚୀନ ସୀମା ଚମୋଲି ଜିଲ୍ଲା ସୁମା ଅଞ୍ଚଳରେ ହିମ ସ୍ଖଳନ ହୋଇଥିଲା । ଏହା ପୂର୍ବରୁ ଫେବ୍ରୃଆରୀରେ ଚମୋଲିର ଜୋସିମାଥରେ ଆଉ ଏକ ହିମସ୍କଳନ ହୋଇଥିଲା । ଏଥିରେ ଗଙ୍ଗାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । 50ରୁ ଅଧିକ ମୃତଦେହ ଉଦ୍ଧାର ହୋଇଥିଲା । ଏହା ସହିତ ଶତାଧିକ ନିଖୋଜ ଥିବା ଘୋଷଣା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.