ETV Bharat / bharat

SSC scam: ଭୁବନେଶ୍ବର AIIMS ଆସିବେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ

ଭୁବନେଶ୍ବର AIIMSରେ ଚିକିତ୍ସା ପାଇଁ ଭର୍ତ୍ତି ହେବେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ସୋମବାର ସକାଳେ ଏୟାର ଲିଫ୍ଟ କରିବ ତଦନ୍ତକାରୀ ସଂସ୍ଥା । ଅଧିକ ପଢନ୍ତୁ

author img

By

Published : Jul 24, 2022, 10:21 PM IST

SSC scam: ଭୁବନେଶ୍ବର AIIMS ଯିବେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥୀ ଚାଟାର୍ଜୀ

କୋଲକାତା: ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହେବେ ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । କୋଲକାତା ହାଇକୋର୍ଟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ(ED) ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି(ସୋମବାର) ସକାଳେ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତାରୁ ପାର୍ଥଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯିବ । ଉକ୍ତ ଏୟାର ଆମ୍ବୁଲାନ୍ସରେ ପାର୍ଥଙ୍କ ସାଙ୍ଗରେ SSKM ହସ୍ପିଟାଲର ଏକ ଡାକ୍ତରୀ ଟିମ ଓ ତାଙ୍କ ଓକିଲ ମଧ୍ୟ ଭୁବନେଶ୍ବର ଯିବେ ।

  • Calcutta High Court permits ED to take WB cabinet minister & former Education Minister of the state, Partha Chatterjee to AIIMS, Bhubaneswar by air ambulance early morning tomorrow, 25th July.

    He will be accompanied by a doctor from SSKM Hospital and his advocate pic.twitter.com/zgTg4Tfotu

    — ANI (@ANI) July 24, 2022 " class="align-text-top noRightClick twitterSection" data=" ">

ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ଭୁବନେଶ୍ବରରୁ ହିଁ ଭର୍ଚ୍ଚୁଆଲ ମାଧ୍ୟମରେ କୋଲକାତାର ଏକ କୋର୍ଟରେ ହାଜର ହେବେ ।ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଦର୍ଶାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ପାଇଁ ଅନୁମତି ପ୍ରଦାନ ପାଇଁ ଆବେଦନ କରିଥିଲେ ପାର୍ଥଙ୍କ ଓକିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.