ETV Bharat / bharat

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ବାଲ

author img

By

Published : May 9, 2021, 12:04 PM IST

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ବାଲ । ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ଦେଲେ ଇସ୍ତଫା । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସରବାନନ୍ଦ ସୋନୋଓ୍ବାଲ

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ବାଲ । ସେ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ତେବେ କିଏ ହେବ ଆସାମ ମୁଖ୍ୟମନ୍ତ୍ରୀ ଏନେଇ ଶନିବାର ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ବାସଭବନରେ ଅନେକ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ସତ୍ତ୍ବେ ଗୈରିକ ଦଳର ସଂସଦୀୟ ବୋର୍ଡ ଆସାମ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରି ପାରିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.