ETV Bharat / bharat

ସାଧାରଣ ଦର୍ଶନ ପାଇଁ 31ରେ ଖୋଲିବ ସାବରୀମାଳା ମନ୍ଦିର - ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ସାବରିମାଲା ମନ୍ଦିର

ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ସାବରୀମାଳା ମନ୍ଦିର । ମଣ୍ଡଳମ ସ୍ବତନ୍ତ୍ର ପୂଜା ପରେ ସାବରୀମାଳା ମନ୍ଦିରକୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା । ହେଲେ ମାକରାଭିଲାକ୍କୁ ପୂଜ ଅବସରରେ ଆସନ୍ତା ୩୦ ତାରିଖ ସଂନ୍ଧ୍ୟାରେ ମନ୍ଦିର ଖୋଲାଯିବ । ଅଧିକ ପଢନ୍ତୁ

ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ 31ରେ ଖୋଲିବ ସାବରିମାଲା ମନ୍ଦିର

author img

By

Published : Dec 27, 2021, 10:50 PM IST

ଥିରୁବନନ୍ତପୁରମ : ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ସାବରୀମାଳା ମନ୍ଦିର । ମଣ୍ଡଳମ ସ୍ବତନ୍ତ୍ର ପୂଜା ପରେ ସାବରୀମାଳା ମନ୍ଦିରକୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା । ହେଲେ ମାକରାଭିଲାକ୍କୁ ପୂଜ ଅବସରରେ ଆସନ୍ତା ୩୦ ତାରିଖ ସଂନ୍ଧ୍ୟାରେ ମନ୍ଦିର ଖୋଲାଯିବ । ଡିସେମ୍ବର 31ରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ଏନେଇ ଟ୍ରାଭାନକୋର ଦେବସ୍ବମ ବୋର୍ଡର ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସେପଟେ ଏନେଇ ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ମଣ୍ତଳ ପୂଜାର 41 ଦିନ ପରେ ମନ୍ଦିରର ଗର୍ଭଗୃହକୁ ବନ୍ଦ କରାଯାଇଥିଲା । ହେଲେ ଚଳିତ ବର୍ଷ କୋଭିଡ କଟକଣା କୋହଳ ଯୋଗୁଁ ସାବରୀମାଳାରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମାକରାଭିଲାକ୍କୁ ପୂଜା ପାଇଁ ଭକ୍ତମାନଙ୍କୁ ଡିସେମ୍ବର 31 ରୁ ଅନୁମତି ଦିଆଯିବ । ମାକରାଭିଲାକ୍କୁ ଉତ୍ସବ ଜାନୁଆରୀ 14ରେ ଅନୁଷ୍ଠିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.