ETV Bharat / bharat

ଦିଲ୍ଲୀର କେଉଁ ହସ୍ପିଟାଲରେ ମିଳିବ 1000 Sputnik-V ?

ଦିଲ୍ଲୀର ଆପଲୋ ହସ୍ପିଟାଲକୁ ଆସିସାରିଛି 1000 ସ୍ପୁଟନିକ ଭି ଭ୍ୟାକ୍ସିନ । ସ୍ପୁଟନିକ ଭି ଏବେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ନାହିଁ । ଅଧିକ ପଢନ୍ତୁ...

ଦିଲ୍ଲୀର  କେଉଁ ହସ୍ପିଟାଲରେ ମିଳିବ 1000 Sputnik-V ?
ଦିଲ୍ଲୀର କେଉଁ ହସ୍ପିଟାଲରେ ମିଳିବ 1000 Sputnik-V ?
author img

By

Published : Jun 13, 2021, 10:54 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ଟୀକାକରଣର ଅଭିଯାନକୁ ଗତି ଦେବାକୁ ଦିଲ୍ଲୀର ଆପୋଲ ହସ୍ପିଟାଲକୁ ଆସିସାରିଛି 1000 ସ୍ପୁଟନିକ ଭି ଭ୍ୟାକ୍ସିନ । ରବିବାର 170 ଜଣ ଡକ୍ଟର ରେଡ୍ଡୀ କମ୍ପାନୀ କର୍ମଚାରୀଙ୍କୁ ଲଗାଯାଇଛି ଟିକା । ଏହି 170 ଜଣ ଆପୋଲ ହସ୍ପିଟାଲର କର୍ମଚାରୀ ନୁହଁନ୍ତି ।

ସ୍ପୁଟନିକ ଭି ଏବେ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ନାହିଁ । ଏହା କେବଳ ଡକ୍ଟର ରେଡ୍ଡୀ କମ୍ପାନୀର କର୍ମଚାରୀଙ୍କୁ ମିଳୁଛି । କମ୍ପାନୀ ପାଇଁ 1000 ଡୋଜ ଦିଲ୍ଲୀ ଆସିସାରିଛି ।

ସାଧାରଣ ଜନତାଙ୍କ ପାଇଁ ସ୍ପୁଟନିକ ଭ୍ୟାକ୍ସିନ 20ଜୁନ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ରହିଛି । ଯେବେଠୁ ଏହି ଟିକା ଋଷରୁ ଆସିଛି ସେବେଠୁ କେବଳ ଡକ୍ଟର ରେଡ୍ଡୀ କମ୍ପାନୀର କର୍ମଚାରୀଙ୍କୁ ହିଁ ଦିଆଯାଇଛି ।

ସ୍ପୁଟନିକ ଭି ଭ୍ୟାକ୍ସିନ ଲଗାଇବାର ପ୍ରଥମ ପର୍ଯ୍ୟାୟ ଆପୋଲ ହସ୍ପିଟାଲ ଓ ଡକ୍ଟର ରେଡ୍ଡୀ ପାଇଲଟ ପ୍ରୋଜେକ୍ଟ ଆଧାରରେ ହାଇଦ୍ରାବାଦ ଓ ବିଶାଖାପାଟନମରେ ଆରମ୍ଭ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.